ETV Bharat / state

ପୌର ଫାଇଟ: ଆଠମଲ୍ଲିକ NAC ଅଧ୍ୟକ୍ଷ ପଦ ପାଇଁ ବିଜେପି ପକ୍ଷରୁ ଯୋଗମାୟାଙ୍କ ନାମାଙ୍କନ ଦାଖଲ

author img

By

Published : Mar 4, 2022, 10:29 PM IST

ଆଠମଲ୍ଲିକ NACର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ଯୋଗମାୟା ପ୍ରିୟଦର୍ଶୀ ମହାପାତ୍ର । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଆଠମଲ୍ଲିକ NAC ଅଧ୍ୟକ୍ଷ ପଦ ପାଇଁ ବିଜେପି ପକ୍ଷରୁ ଯୋଗମାୟାଙ୍କ ନାମାଙ୍କନ ଦାଖଲ
ପୌର ଫାଇଟ: ଆଠମଲ୍ଲିକ NAC ଅଧ୍ୟକ୍ଷ ପଦ ପାଇଁ ବିଜେପି ପକ୍ଷରୁ ଯୋଗମାୟାଙ୍କ ନାମାଙ୍କନ ଦାଖଲ

ଅନୁଗୋଳ: ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ ଜାରି ରହିଛି । ଏହି କ୍ରମରେ ଆଠମଲ୍ଲିକ NACର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ଯୋଗମାୟା ପ୍ରିୟଦର୍ଶୀ ମହାପାତ୍ର । ଶତାଧିକ ସମର୍ଥକଙ୍କ ସହ ଆସି ସେ ଆଠମଲ୍ଲିକ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏଥର ଆଠମଲ୍ଲିକ NAC ଅଧକ୍ଷ ପଦ ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବିଜେପି ପକ୍ଷରୁ ଯୋଗମାୟାଙ୍କୁ ପାର୍ଥୀ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ନିକଟରେ ବିଜେପିରେ ଯୋଗ ଦେଇ ଆଠମଲ୍ଲିକରେ ନିର୍ବାଚନ ମଙ୍ଗ ଧରିଥିବା ସଞ୍ଜୀବ ସାହୁ, ସମ୍ବଲପୁର ସାଂସଦ ପ୍ରତିନିଧି ପରେଶ ଦେଇ ଓ ପୂର୍ବତନ ମନ୍ତ୍ରୀ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ୱରେ ଯୋଗମାୟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଏହି NAC ପାଇଁ ପୂର୍ବରୁ ନାମାନଙ୍କ ଭରିଛନ୍ତି ଅଞ୍ଚଳର ବରିଷ୍ଠ ନେତା ନିହାର ହୋତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.