ETV Bharat / state

ପୋଟଳ ବାରିକୁ ଯାଉଥିବା ସମୟରେ ଭାଲୁ ଆକ୍ରମଣ, ବାପ-ପୁଅ ଗୁରୁତର

ଜିଲ୍ଲାରେ ଥମୁନି ବନ୍ୟଜନ୍ତୁ ଆକ୍ରମଣ । ଭାଲୁ ଆକ୍ରମଣରେ ବାପ ପୁଅ ଗୁରୁତର ।

author img

By

Published : Jul 14, 2019, 2:37 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଭାଲୁ ଆକ୍ରମଣରେ ଗୁରୁତର ହେଲେ ବାପା ପୁଅ । ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ବ୍ରାହ୍ମଣବିଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନାମୁତାବକ, ଆଜି ସକାଳେ ବ୍ରାହ୍ମଣବିଲ ଗାଁର ପ୍ରହଲ୍ଲାଦ ଶଙ୍ଖରୀ ଓ ତାଙ୍କ ପୁଅ ମିଟୁ ଶଙ୍ଖରୀ ନିଜ ଜଙ୍ଗଲ ପାଖ ପୋଟଳ ବାରିକୁ ଯାଉଥିବା ସମୟରେ ୩ଟି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ବାପା ପୁଅକୁ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରହଲ୍ଲାଦଙ୍କର ଗୋଡରେ ଆଘାତ ଲାଗିଥିବାବେଳେ ମିଟୁର ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥମୁନି ବନ୍ୟଜନ୍ତୁ ଆକ୍ରମଣ । ବାରାହା ପରେ ଭାଲୁ !ଆକ୍ରମରେ ବାପ ପୁଅ ଗୁରୁତର ।Body:ଥାମୁନି ବନ୍ୟ ଜନ୍ତୁ ଆତଙ୍କ । ବାରାହା ପରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଶିକାର ହୋଇଛନ୍ତି ବାପ ପୁଅ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ଭାଲୁ ଆକ୍ରମଣ ରେ ୨ ଜଣ ଗୁରୁତର ହୋଇଛି। ଆଜି ସଖାଳେ ବ୍ରାହ୍ମଣବିଲ୍ ଗାଁ ବାପା ପ୍ରହଲ୍ଲାଦ ଶଙ୍ଖରୀ ଓ ପୁଅ ମିଟୁ ଶଙ୍ଖରୀ ନିଜ ଜଙ୍ଗଲ ପାଖ ପୋଟଳ ବଗିଚାକୁ ଯାଉଥିବା ସମୟରେ ୩ଟି ଭାଲୁ ସେମାଙ୍କୁ ଆକ୍ରମଣ କରିଥିଲେ । ସେମାନେ ଜୋର ରେ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଉଭୟ ଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରହଲ୍ଲାଦ ର ଗୋଡରେ ଆଘାତ ଲାଗଛି।ମିଟୁ ର ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.