ETV Bharat / state

ଅନୁଗୋଳରେ ଅଲୋଡା ଶିଶୁକନ୍ୟା !

ଶିଶୁଟି ଜଙ୍ଗଲ ଭିତରେ କାନ୍ଦୁ ଥିବା ବେଳେ କୌଣସି କାମରେ ଯାଇଥିବା ଗାଁର ଜଣେ ମହିଳା ଦେଖିଥିଲେ । ଏହାପରେ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଆଣି ଥାନାରେ ଦେଇଥିଲେ ।

author img

By

Published : Jul 1, 2020, 10:59 PM IST

baby-girl-rescued-at-anugul
ଅନୁଗୋଳ ଅଲୋଡା ଶିଶୁକନ୍ୟା !

ଅନୁଗୋଳ: ଜିଲ୍ଲାରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଅନୁଗୋଳ ଜିଲ୍ଲାର ରେଙ୍ଗାଲି ଥାନା ଶୁଆ ଝରି ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଟି ଜଙ୍ଗଲ ଭିତରେ କାନ୍ଦୁ ଥିବା ବେଳେ କୌଣସି କାମରେ ଯାଇଥିବା ଗାଁର ଜଣେ ମହିଳା ଶିଶୁଟିକୁ ଦେଖିଥିଲେ। ଏହାପରେ ଶିଶୁଟିକୁ ଉଦ୍ଧାର କରି ଆଣି ଥାନାରେ ଦେଇଥିଲେ ।

ଅନୁଗୋଳ ଅଲୋଡା ଶିଶୁକନ୍ୟା !

ପୋଲିସ ପ୍ରଥମେ ଶିଶୁ କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛି । ତେବେ ଅନୁଗୋଳ ଡାକ୍ତରଖାନାରେ ଶିଶୁର ପୁଣି ଚିକିତ୍ସା କରାଯାଉଛି । କିଏ କାହିଁକି ଜଙ୍ଗଲରେ ଏହି ଶିଶୁକୁ ପକାଇ ଦେଇଛି ତାହା ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.