ETV Bharat / state

ପୂର୍ବ ଶତ୍ରୁତାରୁ ତୀର ମାଡ,ଜଣେ ଗୁରୁତର

author img

By

Published : Aug 16, 2019, 5:14 PM IST

ଶତ୍ରୁ ସାଜିଲା ସଇତାନ । ପୂର୍ବ ବଚସାରୁ କରିଛି ତୀର ମାଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଲଲହଡା ବ୍ଲକ ଯମରଡ଼ିହ ଗାଁରେ ଘଟିଛି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାରୁ ହୋଇଛି ତୀର ମାଡ଼ । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ସେହି ଗ୍ରାମର ଗୁରୁ ଧୀବର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଯମରଡ଼ିହ ଗାଁର ଗୁରୁ ଧୀବର ଛେଳି ଚରେଇବାକୁ ଯାଇଥିବା ବେଳେ ସେହି ଗାଁ ର ଜୁଲୁମ ସିଂ ପୂର୍ବ ଶତ୍ରୁତାକୁ ନେଇ କରିଛି ତୀର ମାଡ । ତୀରଟି ଗୁରୁ ଧୀବରଙ୍କ ବାମ ହାତରେ ଗଳି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଗୁରୁକୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ତାନ୍ତରିତ କରାଯାଇଛି ।

ପାଳଲହଡା ଥାନାରେ ଘଟଣା ଅନୁଯାୟୀ ଏକ ଅଭିଯୋଗ ହୋଇଛି । ପରେ ପାଳଲହଡା ପୋଲିସ ତଦନ୍ତ ଆରମ୍ଭ କରିଛି I ଘଟଣାରେ ପୋଲିସ ଆକ୍ରମଣ କାରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୂର୍ବ ଶତ୍ରୁତାରୁ ତିର ମାଡ।ତିର ଆକ୍ରମଣ ରେ ଜଣେ ଗୁରୁତର । ଘଟଣା ଘଟିଛି ଅନୁଗୋଳ ଜିଲାରେ।Body: ଜିଲ୍ଲାର ପାଳଲହଡା ବ୍ଲକ ଯମରଡ଼ିହ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା ।, ଛେଳି ଚରାଇବାକୁ ଯାଇଥିବା ସମୟରେ ହୋଇଛି ଏହି ତୀର ମାଡ଼ । ଯମରଡ଼ିହ ଗାଁ ଗୁରୁ ଧୀବର ଛେଳି ଚରେଇବାକୁ ଯାଇଥିବା ବେଳେ ସେହି ଗାଁ ର ଜୁଲୁମ ସିଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୀର ମାଡ କରିଥିଲେ, ତୀରଟି ଗୁରୁ ଧୀବର ଙ୍କ ବାମ ହାତ ରେ ଗଳି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନା କୁ ସ୍ତାନ୍ତରିତ କରାଯାଇଛି, ଏବାବଦରେ ପାଳଲହଡା ଥାନା ରେ ଅଭିଯୋଗ ପରେ ପାଳଲହଡା ପୋଲିସ ତାର ତଦନ୍ତ ଆରମ୍ଭ କରିଛି IConclusion:ଘଟଣା ରେ ପୋଲିସ ଆକ୍ରମଣ କାରୀ କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.