ETV Bharat / state

ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି - ଅନୁଗୋଳ ରି ପବ୍ଲିକ ପାର୍ଟି ଅଫ ଇଣ୍ଡିଆର ବିକ୍ଷୋଭ ପ୍ରଦର୍ଶନ

ଭୂମିହୀନଙ୍କୁ ଜମି ଦେବାରେ ସରକାର ବିଫଳ ।  ଶିଳ୍ପ ଥାଇ ସୁଦ୍ଧା ଲୋକେ ଖଟୁଛନ୍ତି ଦାଦନ । ଯାହାକୁ ପ୍ରତିବାଦ କରିଛି ଅନୁଗୋଳର ପବ୍ଲିକ ପାର୍ଟି ଅଫ ଇଣ୍ଡିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି
ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି
author img

By

Published : Jan 16, 2020, 2:55 PM IST

ଅନୁଗୋଳ: ରାଜ୍ୟରେ ଅନେକ ଶିଳ୍ପ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଯାହାର ପ୍ରତିବାଦ କରିଛନ୍ତି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) । ଭୂମିହୀନଙ୍କୁ ଜମି ଦେବାରେ ସରକାର ବିଫଳ । ଶିଳ୍ପ ଥାଇ ସୁଦ୍ଧା ଲୋକେ ଖଟୁଛନ୍ତି ଦାଦନ । ଯାହାକୁ ପ୍ରତିବାଦ କରିଛନ୍ତି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ ।

ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି

ଅନୁଗୋଳ ଜିଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ପାର୍ଟି । ପାର୍ଟିର ବହୁ ସଂଖ୍ୟାରେ କର୍ମକର୍ତ୍ତା ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସେଠାରେ ବିକ୍ଷୋଭ କରିଛନ୍ତି । ଭୂମିହୀନଙ୍କୁ 5 ଏକର ଜମି, କୋଇଲା ଖଣିରେ ଜମି ହରାଙ୍କୁ ଚାକିରୀ ଆଦି ଦାବି ନେଇ ଏହି ପ୍ରତିବାଦ କରିଛି ପାର୍ଟି । ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରାଜ୍ୟରେ ଅନେକ ଶିଳ୍ପ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଯାହାର କି ପ୍ରତିବାଦ କରିଛି ରି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ (RPI)

Body:ଭୂମି ହୀନ ଙ୍କୁ ଜମି ଦେବାରେ ସରକାର ବିଫଳ , ଶିଳ୍ପ ଥାଇ ବି ଲୋକେ ଖଟୁଛନ୍ତି ଦାଦନ ଯାହାର କି ପ୍ରତିବାଦ କରିଛି ରି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ । ପାର୍ଟି ପକ୍ଷରୁ କରାଯାଇଛି ପ୍ରତିବାଦ । ଅନୁଗୋଳ ଜିଲାପାଳ ଙ୍କ କଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ପାର୍ଟି । ପାର୍ଟିର ବହୁ ସଂଖ୍ୟା ରେ କର୍ମକର୍ତ୍ତା ଏକ ପ୍ରତିବାଦ ଶୋଭାଯାତ୍ରାରେ ରେ ଆସି ସେଠାରେ ବିକ୍ଷୋଭ କରିଛନ୍ତି । ଭୂମି ହୀନ ଙ୍କୁ ପାଞ୍ଚ ଏକର ଜମି , କୋଇଲା ଖଣିରେ ଜମି ହରା ଙ୍କୁ ଚାକିରୀ ଆଦି ଦାବି ରେ ଏହି ପ୍ରତିବାଦ କରିଛି ପାର୍ଟି ।
byte - 1 ଶେଖ ଅବଦୁଲ ୱାଲି ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ (ରାଜ୍ୟ ସଭାପତି )

Conclusion:ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ଜିଲା ପ୍ରଶାସନ କୁ ପ୍ରଦାନ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.