ETV Bharat / state

କୋରୋନା ଭୟ; ଅନୁଗୋଳରେ ଶିଳ୍ପସଂସ୍ଥା ବନ୍ଦ ପାଇଁ କଂଗ୍ରେସର ଦାବି - ଅନୁଗୋଳରେ ଶିଳ୍ପସଂସ୍ଥା ବନ୍ଦ

ଶିଳ୍ପସଂସ୍ଥାରେ କୋରୋନା ପଜିଟିଭ ଚିହ୍ନଟ ଦିନ ଠୁ ଜିଲ୍ଲା ପ୍ରଶାସନ ପଛରେ ପଡିଛି କଂଗ୍ରେସ । ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ସ୍ବରକୁ ଉଠାଇବାକୁ ଚେଷ୍ଟା କରିଛି ଅନୁଗୋଳ କଂଗ୍ରେସ । ଅଧିକ ଖବର ପଢନ୍ତୁ...

କୋରୋନା ଭୟ; ଅନୁଗୋଳରେ ଶିଳ୍ପସଂସ୍ଥା ବନ୍ଦ ପାଇଁ କଂଗ୍ରେସର ଦାବି

author img

By

Published : Jul 20, 2020, 3:40 PM IST

ଅନୁଗୋଳ: ଶିଳ୍ପସଂସ୍ଥାରେ କୋରୋନା ପଜିଟିଭ ଚିହ୍ନଟ ଦିନ ଠୁ ଜିଲ୍ଲା ପ୍ରଶାସନ ପଛରେ ପଡିଛି କଂଗ୍ରେସ । ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ସ୍ବରକୁ ଉଠାଇବାକୁ ଚେଷ୍ଟା କରିଛି ଅନୁଗୋଳ କଂଗ୍ରେସ । ଏହିକ୍ରମରେ ଆଜି ପୁଣି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧରଣା ଓ ପ୍ରତିବାଦ କରାଯାଇଛି ।

କୋରୋନା ଭୟ; ଅନୁଗୋଳରେ ଶିଳ୍ପସଂସ୍ଥା ବନ୍ଦ ପାଇଁ କଂଗ୍ରେସର ଦାବି

ଜିଲ୍ଲାରେ ଥିବା ନାଲକୋ, ଏମସିଏଲ, ଜିନ୍ଦଲ, ଏନଟିପିସି , ଟାଟା ବିଏସଏଲ ଆଦି କମ୍ପାନୀ ଗୁଡିକୁ ଅବରୋଧ ଅଞ୍ଚଳ କରାଯାଉ । କାରଣ ଏହି ସବୁ ସଂସ୍ଥା ମାନକରୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ପାଇଁ ଜିଲ୍ଲାରେ ସଂକ୍ରମଣ ବଢ଼ିପାରେ ।

ଖାଲି ସେତିକି ନୁହେଁ ସହର ମଧ୍ୟରେ ଶିଳ୍ପ ସଂସ୍ଥାର ଗାଡି ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ କଂଗ୍ରେସ ଦାବି କରିଛି ।

ଏହି ପ୍ରତିବାଦ ଧରଣାରେ ଜିଲ୍ଲା ନଗର କଂଗ୍ରେସ ପକ୍ଷରୁ ଦିଆଯାଇଛି । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କ ପାଇଁ ଅନୁଗୋଳ ବନ୍ଦ କରିବାକୁ ବାଧ୍ୟ ହେବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.