ETV Bharat / state

ମୋ କଲେଜ ଅଭିଯାନରେ ସାମିଲ ହେଲା ଅନୁଗୋଳର ସର୍ବପୁରାତନ ମହାବିଦ୍ୟାଳୟ

author img

By

Published : Nov 1, 2021, 9:39 PM IST

ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ହେବ ଉନ୍ନତି । ଯାହାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ସାମିଲ ହୋଇଛି ଅନୁଗୋଳ ଜିଲାର ସର୍ବ ପୁରାତନ ମହାବିଦ୍ୟାଳୟ । ଅଧିକ ପଢନ୍ତୁ...

Angul oldest college
Angul oldest college

ଅନୁଗୋଳ: ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ହେବ ଉନ୍ନତି । ଯାହାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ ହୋଇଛି। ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ସାମିଲ ହୋଇଛି ଅନୁଗୋଳ ଜିଲାର ସର୍ବ ପୁରାତନ ମହାବିଦ୍ୟାଳୟ । ସାମିଲ ହୋଇଛି ମୋ କଲେଜ ଅଭିଯାନ ।

ମୋ କଲେଜ ଅଭିଯାନ
ମୋ କଲେଜ ଅଭିଯାନରେ ସାମିଲ ହେଲା ଅନୁଗୋଳର ସର୍ବପୁରାତନ ମହାବିଦ୍ୟାଳୟ

ଆଜି ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ରାଜ୍ୟର ସମସ୍ତ କଲେଜ ଗୁଡିକର ଯଥେଷ୍ଟ ଉନ୍ନତି ହୋଇ ପାରିବ। ଏହାଛଡା କଲେଜ ଗୁଡିକ ଅତ୍ୟାଧୁନିକ ସ୍ତରର ହୋଇପାରିବ। ପାଠ ପଢିବା ପାଇଁ ଏକ ସୁନ୍ଦର ଓ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇ ପାରିବ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ହେବ ବୋଲି ଆକାଶ ଦାସନାୟକ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଏହି କଲେଜରୁ ପାଠପଢି ବଡ ମଣିଷ ହୋଇଥିବା ପୁରାତନ ଛାତ୍ରଛାତ୍ରୀ ମାନେ କଲେଜକୁ କିଛି ଆର୍ଥିକ ଅନୁଦାନ ଦେବାକୁ ଅନୁରୋଧ କରିଥିଲେ। କାରଣ ଅନୁଦାନ ଯେତେ ଅଧିକ ଆସିବ ସରକାର ଦୁଇଗୁଣ ଆର୍ଥିକ ସହାୟତା ଯୋଗାଇ ଦେବେ। ସେହି ଅର୍ଥ ଏହି କଲେଜର ଉନ୍ନତିରେ ଲାଗିବ ବୋଲି କହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.