ETV Bharat / state

ଅନୁଗୋଳ ଜିଲ୍ଲା ‘ଯୋଜନା ବୋର୍ଡ’ ର ୧୩ତମ ବୈଠକ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ‘ଯୋଜନା ବୋର୍ଡ’ ବୈଠକ ଅନୁଷ୍ଠିତ। ଆଗାମୀ ତିନି ମାସରେ ସମସ୍ତ ବ୍ୟୟ ଅର୍ଥ ଖର୍ଚ୍ଚ କରିବାକୁ ଆଲୋଚନା।

author img

By

Published : Dec 4, 2019, 10:09 PM IST

PHOTO
ବୈଠକ ଅନୁଷ୍ଠିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡର ୧୩ତମ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଯୋଗାଣ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଛି।

୨୦୧୯- ୨୦ ଆର୍ଥିକ ବର୍ଷରେ ହୋଇଥିବା ବଜେଟର ବ୍ୟୟ ବରାଦ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ 3 ମାସ ମଧ୍ୟରେ କିଭଳି ସମସ୍ତ ଟଙ୍କା ଖର୍ଚ୍ଚ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଚଳିତ ବର୍ଷରେ ଜିଲା ପାଇଁ ୧୮ ହଜାର ୨୨ ଶହ ୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ପ୍ଲାନିଂ କମିଟିର ନିଷ୍ପତ୍ତିକୁ ଜିଲ୍ଲାରେ ଥିବା ଖଣି ଓ ଶିଳ୍ପ ସଂସ୍ଥା କାର୍ଯ୍ୟକାରୀ କରୁ ନଥିବାରୁ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ଯୋଜନା ବୋର୍ଡର ୧୩ତମ ବୈଠକ ଅନୁଷ୍ଠିତ

ବୈଠକରେ ଜିଲ୍ଲାର ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ ଓ ତାଳଚେର ବିଧାୟକଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମଧ୍ୟ ବୈଠକରେ ଅଶଂ ଗ୍ରହଣ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଯୋଜନା କମିଟି ର ନିସ୍ପତି କୁ ମାନୁନାହାନ୍ତି ଅନୁଗୋଳ ଜିଲ୍ଲାର ଶିଳ୍ପ ସଂସ୍ଥା । ଆଗାମୀ ଦିନରେ ସେମାନେ ବି ହେବେ କମିଟି ଅନ୍ତର ଭୁକ୍ତ । ଉର୍ନୟନ କମିଶନ ଙ୍କ ନିକଟରେ ହେବ ଉଛସ୍ଥରୀୟ ବୈଠକ । Body:ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ର ୧୩ ତ୍ତମ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ , ଗମନାଗମନ ଓ ପାନୀୟଜଳ ଯୋଗାଣ ନେଇ ଅନେକ ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ଏହି ବୈଠକ ରେ ନିଆଯାଇଛି । ୨୦୧୯- ୨୦ ଆର୍ଥିକ ବର୍ଷରେ ହୋଇଥିବା ବଜେଟ ର ବ୍ୟୟବରାଦ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ତିନିମାସ ମଧ୍ୟରେ କିଭଳି ସମମସ୍ତ ଟଙ୍କା ଖରଚ ହେବ ସେନେଇ ଆଲୋଚନା ହୋଇଛି । ଚଳିତ ବର୍ଷ ରେ ଜିଲା ପାଇଁ ୧୮ ହଜାର ୨୨ ସହ ୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ପ୍ଲାନିଂ କମିଟି ର ନିସ୍ପତି କୁ ଜିଲ୍ଲାରେ ଥିବା ଖଣି ଓ ଶିଳ୍ପ ସଂସ୍ଥା କାର୍ଯ୍ୟକାରୀ କରୁ ନଥିବାରୁ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଉର୍ଣ୍ଣୟନ କମିଶନର ଙ୍କ ଅଧକ୍ଷତା ରେ ବୈଠକ କରାଜୀବ ବୋଲି କମିଟି ର ଅଧକ୍ଷ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । Conclusion:ବୈଠକରେ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା , ଆଠମଲ୍ଲିକ ଓ ତାଳଚେର ବିଧାୟକ ଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହିଥିଲେ । ଏହା ସହ ସାମିଲ ଥିଲେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.