ETV Bharat / state

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏଆଇଡିଏସଓ - Cancels of Student Union Election

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛି ଅଲଇଣ୍ଡିଆ ଛାତ୍ର ସଂଗଠନ ଡିଏସ୍‌ଓ । ଏଥିସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ କରିଛି ଏଆଇଡିଏସଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 25, 2019, 2:35 PM IST

ଅନୁଗୋଳ: କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ? ବଢୁଛି ପ୍ରତିବାଦ, ଆରମ୍ଭ ହୋଇଛି ବିକ୍ଷୋଭ । ନିର୍ବାଚନ ବାତିଲକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ଛାତ୍ର ସଂଗଠନ ଏବେ ସରକାର ନିଷ୍ପତ୍ତି ବିରୁଦ୍ଧରେ ସ୍ବର ଉଠାଇବା ସହ ରାସରାସ୍ତାକୁ ଓହ୍ଲାଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛି ଅଲଇଣ୍ଡିଆ ଛାତ୍ର ସଂଗଛନ ଡିଏସ୍‌ଓ । ଏଥିସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ କରିଛି ଏଆଇଡିଏସଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏଆଇଡିଏସଓ ଅନୁଗୋଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ସରକାର ନିଷ୍ପତି ବଦଳାନ୍ତୁ ବୋଲି ଦାବି କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାରେ ନରା ବାଜି କରିଛନ୍ତି ଛାତ୍ରଛାତ୍ରୀ । ଗଣତନ୍ତ୍ରର ହତ୍ୟା ଓ କଣ୍ଠରୋଧ କରାଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କଲେଜ ଇଲେକ୍ସନ ବାତିଲ କୁ ନେଇ ବଢୁଛି ପ୍ରତିବାଦ। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ଏବେ ସରକାର ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଉ ଛନ୍ତି ।Body:
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ପରେ ଏହାକୁ ନେଇ ବଢି ଚାଲିଛି ଅସନ୍ତୋଷ । ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାର ପ୍ରତିବାଦ କରିଛି ଅଲଇଣ୍ଡିଆ DSO । ସଂଗଠନ ଅନୁଗୋଳ ସଖା ପକ୍ଷରୁ ପ୍ରତିବାଦରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ କରିବା ସହ ସରକାର ନିଷ୍ପତି ବଦଳାନ୍ତୁ ବୋଲି ଦାବି କରିଛନ୍ତି ।ନିର୍ବାଚନ ବନ୍ଦ କରି ସରକାର ଛାତ୍ର ଛାତ୍ରୀ ଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେଉଛନ୍ତି ବୋଲ ସେମାନେ ଅଭିଯାଗ କରିଛନ୍ତି । ଏହା ଛଡା ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶପୁଳିକା ଦାହ କରିଛନ୍ତି ।Conclusion:ଗତ କାଲି ଛାତ୍ର କଂଗ୍ରେସ ମଧ୍ୟ ସମାନ ପ୍ରତିବାଦ କରିଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.