ETV Bharat / state

ଟ୍ରକକୁ ପିଟିଲା ପିକଅକ୍ ଭ୍ୟାନ, 2 ମୃତ - ଟ୍ରକକୁ ପିଟିଲା ପିକଅକ୍ ଭ୍ୟାନ

ଅନୁଗୋଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଜରପଡା ଥାନା ନିକଟସ୍ଥ  ମୁଣ୍ତା ସାହି ନିକଟରେ ଟ୍ରକକୁ ପିଟିଲା ଏକ ପିକଅକ୍ ଭ୍ୟାନ । ଭ୍ୟାନରେ ଥିବା 2ଯାତ୍ରୀ ମୃତ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Oct 16, 2019, 12:09 PM IST

ଅନୁଗୋଳ: ଟ୍ରକକୁ ପିଟିଲା ପିକଅକ୍ ଭ୍ୟାନ । ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଜରପଡା ଥାନା ନିକଟସ୍ଥ ମୁଣ୍ତା ସାହି ନିକଟରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ବୁଧବାର ପିକଅପ୍ ଭ୍ୟାନଟି ବରଗଡ ଅଞ୍ଚଳରୁ ଅନୁଗୋଳ ଅଭିମୁଖେ ଆସୁଥିଲା । ତେବେ ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିଲା। ତେବେ ସମ୍ବଲପୁରରୁ ପନିପରିବା ନେଇ ଆସୁଥିବା ପିକଅପ ଭ୍ୟାନଟି ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।

ଫଳରେ ପିକଅପ ଭ୍ୟାନରେ ଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଦେଓଗାଁର ଦିଲ୍ଲୀପ କର ଏବଂ ସମ୍ବଲପୁର ଜିଲ୍ଲାର ଗୋଲକନଗର ଅଞ୍ଚଳର ଦୋଳମଣି ନେହୁଲ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରସ୍ଥା କଡରେ ଛିଡା ହୋଇଥିବା ଟ୍ରକ କୁ ପଟିଲା ପିକପ ଭ୍ୟାନ। ଯାଇଛି ଦୁଇ ଜଣଙ୍କ ଜୀବନBody: ଅନୁଗୋଳ ଦେଇ ଯାଇଥିବା ୫୫ନଂମ୍ୱର ଜାତୀୟ ରାଜପଥ ଜରପଡା ଥାନା ମୁଣ୍ତା ସାହି ନିକଟରେ ଘଟିଛି ଏହି ଡ଼ଦୁର୍ଘଟଣା।ଟ୍ରକ୍ ପଛରେ ଧକ୍କା ଦେଲା ପିକଅପ ଭ୍ୟାନ୍ ଘଟଣା ସ୍ଥଳରେ ୨ମୃତ।ପିକଅପ୍ ଭ୍ୟାନ ଟି ବରଗଡ ଅଞ୍ଚଳ ରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ ଖରାପ ହୋଇଥିବା ଯୋଗୁଁ ରାସ୍ତା କଡରେ ଛିଡା ହୋଇଥିଲା। ତେବେ ସମ୍ବଲପୁର ପଟରୁ ପନିପରିବା ନେଇ ଆସୁଥିବା ଏକ ପିକଅପ ଭ୍ୟାନ  ଛିଡା ହୋଇଥିବା ଏହି ଟ୍ରକକୁ ପଚ୍ଛରୁ ଧକ୍କାହୋଇଥିଲା । ଫଳରେ ପିକଅପ ଭ୍ୟାନରେ ଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଦେଓଗାଁ ର ଦିଲ୍ଲୀପ କର ଏବଂ ସମ୍ବଲପୁର ଜିଲ୍ଲାର ଗୋଲକନଗର ଅଞ୍ଚଳର ଦୋଳମଣି ନେହୁଲ ।Conclusion:ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.