ETV Bharat / state

କେନାଲରେ ବୁଡି ହୋମଗାଡ ମୃତ

author img

By

Published : Mar 18, 2020, 3:12 PM IST

ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ମାଛ ବଜାର ନିକଟରେ କେନାଲରେ ବୁଡି ହୋମଗାଡ ମୃତ । ଅଧିକ ପଢନ୍ତୁ...

a
କେନାଲରେ ବୁଡି ହୋମଗାଡ ମୃତ

ଅନୁଗୋଳ: କେନାଲରେ ବୁଡି ହୋମଗାଡ ମୃତ । ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ମାଛ ବଜାର ନିକଟରେ ଘଟିଛି ଏହି ଅଘଟଣ । ମୃତକ ଜଣଙ୍କ ରେଙ୍ଗାଳୀ ଗାଁ ର ନବ ଦାସ ବୋଲି ଜଣାପଡିଛି ।

କେନାଲରେ ବୁଡି ହୋମଗାଡ ମୃତ

ସୂଚନା ଅନୁସାରେ ନବ କୌଣସି କାମରେ କେନାଲ କୂଳରେ ଯାଉଥିବାବେଳେ କେନାଲେରେ ଖସି ପଡି ବୁଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ସେ କିଭଳି କେନାଲରେ ଖସି ପଡିଲେ ତାର ସଠିକ କାରଣ ଜଣାପଡିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.