ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ - ଆଠମଲ୍ଲିକରେ ପୁଣି ଦନ୍ତା ମୃତ୍ୟୁ

ଆଠମଲ୍ଲିକରେ ପୁଣି ଦନ୍ତା ମୃତ୍ୟୁ । ଶିକାରୀର ବିଜୁଳି ତାର ବାଜି ହାତୀର ମୃତ୍ୟୁ ଘଟିଛି ।

_a elephant death in anugul
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Nov 26, 2019, 7:13 PM IST

ଅନୁଗୋଳ: ପୁଣି ଏକ ହାତୀ ମୃତ୍ୟୁ । ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ହାତୀର ମୃତ୍ୟୁ ଘଟିଛି । ଏହାପରେ ମୃତଦେହକୁ ତରବରିଆ ଭାବେ ବନବିଭାଗ ପୋତି ଦେଇଛି ।

ଆଠମଲ୍ଲିକ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର 4-5 କିଲୋମିଟର ଦୂର ସିଧପୁର ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ପଡିଥିବା ଖବର ପାଇଥିଲା ବନ ବିଭାଗ । ଖବର ପାଇ ମୃତଦେହକୁ ଠାବ କରାଯାଇଥିଲା । ଗତକାଲି ହଣ୍ଡପା ରେଞ୍ଜର ଲକ୍ଷ୍ମୀପୁର ଠାରେ ଶିକାରୀର ବିଜୁଳି ତାରରେ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ଏନେଇ ବିଭାଗ ପକ୍ଷରୁ କିଛି ସଠିକ୍ ସୂଚନା ମିଳିପାରିନାହିଁ । ଦୁଇ ଦିନ ମଧ୍ୟରେ 2ଟି ହାତୀ ମୃତ୍ୟୁ ଘଟଣା ବର୍ତ୍ତମାନ ବନବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ଜିଲାର ଆଠମଲ୍ଲିକ ବନଖଣ୍ଡ ପୁଣି ଏହି ହାତୀ ମୃତ ହୋଇଛି। ଯାହାକୁ ତରବରିଆ ଭାବେ ପୋତି ଦେଇଛି ବିଭାଗ । Body: । ଆଠମଲ୍ଲିକ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ୪/୫ କିମି ଦୂର ସିଧପୁର ଜଙ୍ଗଲ ରୁ ଏକ ଦନ୍ତା ହାତୀ ମରି ପଡିଥିବା ବିଭାଗ ଖବର ପାଇଥିଲେ ।ଖବର ପାଇ ଦନ୍ତା ହାତୀର ମୃତ ଦେହ କୁ ଠାବ କରିବା ସହ ତରବରିଆ ଭାବେ ପୋତି ପକାଇଛି ବନ ବିଭାଗ। ଗତ କାଲି ହଣ୍ଡପା ରେଞ୍ଜର ଲକ୍ଷ୍ମୀପୁର ଠାରେ ଶିକାରୀ ବିଜୁଳି ତାର ରେ ଲାଗି ଏକ ଦନ୍ତା ହାତୀର ମୃତ୍ୟ ହୋଇ ଥିଲା। ତେବେ ଏନେଇ ବିଭଗ ପକ୍ଷରୁ କିଛି ସଠିକ ସୂଚନା ଦିଆଯାଇ ନାହିଁ ।Conclusion:ଦୁଇ ଦିନରେ ଦୁଇ ଦୁଇଟି ହାତୀର ମୃତ୍ୟୁ ବିଭଗ ର ହାତୀ ଜଗିବା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.