ETV Bharat / state

ତାଳଚେରରୁ 6.35 ଗ୍ରାମ ବ୍ରାଉନ ସୁଗାର ଜବତ, 4 ଅଭିଯୁକ୍ତ ଗିରଫ - ଧଳା ଜହର

ଅନୁଗୋଳ ଜିଲ୍ଲାରେ ବେଧଡକ ଚାଲିଛି ଧଳା ଜହର କାରବାର । ଘଟଣାରେ ତାଳଚରେରୁ 4 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

talcher brown sugar
ତାଳଚେରରୁ 6.35 ଗ୍ରାମ ବ୍ରାଉନ ସୁଗାର ଜବତ
author img

By

Published : Jan 12, 2020, 7:09 AM IST

ଅନୁଗୋଳ: ଜିଲ୍ଲାର ତାଳଚେର ପୋଲିସ ହାତରେ ଧରାପଡିଛି ଧଳା ଜହର। ବ୍ରାଉନ ସୁଗାର ବିକ୍ରି ପାଇଁ ରଖିଯାଇଥିବା ବେଳେ ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ ।

ତାଳଚେରରୁ 6.35 ଗ୍ରାମ ବ୍ରାଉନ ସୁଗାର ଜବତ

ଶନିବାର ତାଳଚେର ପୋଲିସ ସେମାନଙ୍କ ନିକଟରୁ 6.35 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ଢେଙ୍କାନାଳ ଜିଲ୍ଲା ଦଶୀପୁର ଗାଁର ବଳଭଦ୍ର ଦାସ, ବାଲେଶ୍ବର ମଙ୍ଗଳପୁର ଗାଁର ଅମୃତାଂସୁ ଦାସ, ବାରିପଦାର ସନ୍ତୋଷ ସ୍ବାଇଁ ଓ ଅନୁଗୋଳ କୁଲାଡ଼ ଗାଁର ପ୍ରକାଶ ସେଠ ବୋଲି ଜଣାପଡିଛି।

ସେମାନେ ବ୍ରାଉନ ସୁଗାର ବିକ୍ରି କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ 7 ହଜାର ଟଙ୍କା, ମୋବାଇଲ ଫୋନ, ଏଟିଏମ କାର୍ଡ ଜବତ କରିଛି। ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲା ତଳଚେର ପୋଲିସ ହାତରେ ଧରାପଡିଛି ଧଳା ଜହର ।ବ୍ରାଉନ ସୁଗାର ବିକ୍ରି ପାଇଁ ରଖିଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । Body:ଆଜି ଅନୁଗୋଳ ଜିଲା ତାଳଚେର ପୋଲିସ 6.35ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ଢେଙ୍କାନାଳ ଜିଲା ଦଶୀପୁର ଗାଁର ବଳଭଦ୍ର ଦାସ, ବାଲେଶ୍ୱର ମଙ୍ଗଳପୁର ଗାଁର ଅମୃତାଂସୁ ଦାସ, ବାରିପଦାର ସନ୍ତୋଷ ସ୍ୱାଇଁ ଓ ଅନୁଗୋଳ କୁଲାଡ଼ ଗାଁର ପ୍ରକାଶ ସେଠ। ସେମାନେ ବ୍ରାଉନ ସୁଗାର ବିକ୍ରି କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। Conclusion:ସେମାନଙ୍କ ଠାରୁ 7ହଜାର ଟଙ୍କା, ମୋବାଇଲ ଫୋନ, ଏଟିଏମ କାର୍ଡ ଜବତ କରିଛି। ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.