ETV Bharat / state

ତୃତୀୟ ପର୍ଯ୍ୟାୟ ମତଦାନ: ଦିନ 4ଟା ସୁଦ୍ଧା ଅନୁଗୋଳରେ 50 ପ୍ରତିଶତ ଭୋଟିଂ

ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହିକ୍ରମରେ ଅନୁଗୋଳବାସୀ ଟାଣଖରାକୁ ଖାତିର ନକରି ମତଦାନ କେନ୍ଦ୍ର ଆଗରେ ଭିଡ ଲଗାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

author img

By

Published : Apr 23, 2019, 9:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଏକ ପ୍ରକାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହିକ୍ରମରେ ଅନୁଗୋଳବାସୀ ଟାଣଖରାକୁ ଖାତିର ନକରି ମତଦାନ କେନ୍ଦ୍ର ଆଗରେ ଭିଡ ଲଗାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳରେ ସକାଳ ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିଲା । ଆଠମଲ୍ଲିକ ୧୩ ପ୍ରତିଶତ, ପାଳଲହଡା ୫ ପ୍ରତିଶତ ମତାଦାନ ହୋଇଥିବା ନେଇ ନିର୍ବାଚନ କମିଶନଙ୍କ ରିପୋର୍ଟରୁ ସୂଚନା ମିଳିଛି । ଏବେ ଶେଷ ଖବର ସୁଦ୍ଧା ଅନୁଗୋଳରେ କଣ ରହିଛି ମତଦାନର ମାହୋଲ ସେ ନେଇ ରିପୋର୍ଟ ଦେଇଛନ୍ତି ଇଟିଭି ଭାରତ ସମ୍ବାଦଦାତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

SARILA_VOTE

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.