ETV Bharat / state

ରାଜ୍ୟ ଫରେଷ୍ଟ ସ୍ପୋର୍ଟ୍ସ ମିଟ ଉଦଯାପିତ - ଜାତୀୟ ସ୍ଥରୀୟ ଫରେଷ୍ଟ ସ୍ପୋର୍ଟସ ମିଟ

ଶେଷ ହୋଇଛି ଅନୁଗୋଳରେ ଚାଲିଥିବା ରାଜ୍ୟ ଫରେଷ୍ଟ ସ୍ପୋର୍ଟ୍ସ ମିଟ । ଏଥିରେ ଜାତୀୟସ୍ତରରେ ହେବାକୁ ଥିବା ଫରେଷ୍ଟ ସ୍ପୋର୍ଟ୍ସ ମିଟ ପାଇଁ ପ୍ରତିଯୋଗୀ ଚୟନ କରାଯାଇଛି । ଅଧିକ ପଢନ୍ତୁ...

forest sports meet
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jan 24, 2020, 10:16 PM IST

ଅନୁଗୋଳ: ଶେଷ ହୋଇଛି ଅନୁଗୋଳରେ ଚାଲିଥିବା ରାଜ୍ୟ ଫରେଷ୍ଟ ସ୍ପୋର୍ଟ୍ସ ମିଟ । ଦୁଇ ଦିନଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ସ୍ପୋର୍ଟ୍ସ ମିଟରେ ଜାତୀୟସ୍ତରରେ ହେବାକୁ ଥିବା ଫରେଷ୍ଟ ସ୍ପୋର୍ଟ୍ସ ମିଟ ପାଇଁ ପ୍ରତିଯୋଗୀ ଚୟନ କରାଯାଇଛି । ଗ୍ରୁପ ଇଭେଣ୍ଟକୁ ବାଦଦେଲେ ଅନ୍ୟ ସବୁ ଇଭେଣ୍ଟ ପାଇଁ ୫୦ ଜଣ ପ୍ରତିଯୋଗୀଙ୍କୁ ଏଠାରେ ଚୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ରାଜ୍ୟ ବନ ବିଭଗରେ ଥିବା 8ଟି ସର୍କଲରୁ ୩୫୦ଜଣ (ପ୍ରତିଯୋଗୀ) ବନ କର୍ମଚାରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଉଭୟ ଆଉଟ ଡୋର ଓ ଇଣ୍ଡୋର ଇଭେଣ୍ଟର ବିଭିନ୍ନ ବିଭାଗରେ ୩୯ଟି ଇଭେଣ୍ଟ ଖେଳାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଠାରେ ଚାଲିଥିବା ରାଜ୍ୟ ଫରେଷ୍ଟ ସ୍ପୋର୍ଡସ ମିଟ ଶେଷ ହୋଇଛି .. Body:ଶେଷ ହୋଇଛି ଅନୁଗୋଳରେ ଚାଲିଥିବା ରାଜ୍ୟ ଫରେଷ୍ଟ ସ୍ପୋର୍ଡସ ମିଟ । ଦୁଇ ଦିନ ଚାଲିଥିବା ଏହି ରାଜ୍ୟସ୍ଥରୀୟ ସ୍ପୋର୍ଡସ ମିଟ ରୁ ଜାତୀୟ ସ୍ତରରେ ହେବାକୁ ଥିବା ଫରେଷ୍ଟ ସ୍ପୋର୍ଡସ ମିଟ ପାଇଁ ପ୍ରତିଯୋଗୀ ଚୟନ କରାଯାଇଛି । ଗ୍ରୁପ ଇଭେଣ୍ଟ କୁ ଛାଡିଦେଲେ ଅନ୍ୟ ସବୁ ଇଭେଣ୍ଟ ପାଇଁ ୫୦ ଜଣ ପ୍ରତିଯୋଗୀ ଙ୍କୁ ଏହି ଠାରୁ ଚୟନ କରାଯାଇଛି । ଏଥର ଓଡିଶାରେ ହେବ ଜାତୀୟ ଫରେଷ୍ଟ ସ୍ପୋର୍ଡସ ମିଟ । ଦୁଇଦିନ ଧରି ଚାଲିଥିଲା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗତା ।
Byte - ପ୍ରଦୀପ ରାଜ କରାଟ , ଆରସିସିଏଫ ।
Conclusion:ରାଜ୍ୟ ବନ ବିଭଗରେ ଥିବା ଆଠଟି ସର୍କଲ ରୁ ୩୫୦ଜଣ (ପ୍ରତିଯୋଗୀ ) ବନ କର୍ମଚାରୀ ଏହି ପ୍ରତିଯୋଗୀ ତା ରେ ଭାଗ ନେଇଥିଲେ । ଉଭୟ ଆଉଟ ଡୋର ଓ ଇଣ୍ଡୋର ଇଭେଣ୍ଟ ବିଭିନ୍ନ ବିଭାଗରେ ୩୯ ଟି ଇଭେଣ୍ଟ ଖେଳାଯାଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.