ETV Bharat / state

୮୨୯ ଶ୍ରମିକଙ୍କୁ ମିଳିଲା ୧ କୋଟି ୪୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା - ନିର୍ମାଣ ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା

ନିର୍ମାଣ ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା । 829ଙ୍କୁ ନିର୍ମାଣ ରାଶି ବାଣ୍ଟିଲେ ଉପ-ବାଚସ୍ପତି ରଜନୀକାନ୍ତ ସିଂ । ଅଧିକ ସୂଚନା ପାଇଁ ପଢନ୍ତୁ ...

୮୨୯ ଶ୍ରମିକ ଙ୍କୁ ମିଳିଲା ୧  କୋଟି ୪୨ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା
427 workers received financial assistance of Rs 1.92 crore
author img

By

Published : Mar 6, 2020, 10:41 PM IST

ଅନୁଗୋଳ: ନିର୍ମାଣ ଶ୍ରମିକଙ୍କୁ ମିଳିଲା ଆର୍ଥିକ ସହାୟତା । ସହାୟତା ରାଶି ବାଣ୍ଟିଲେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ । ଅନୁଗୁଳ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ବିଧାନସଭା ଉପ ବାଚସ୍ପତି । ଅନୁଗୁଳ ଜିଲ୍ଲା ଟାଉନ ହଲ ସମ୍ମିଳନୀ କକ୍ଷରେ ଆୟୋଜିତ ନିର୍ମାଣ ଶ୍ରମିକ ସେବା ସପ୍ତାହ ଅବସରେ ଆୟୋଜିତ ଉତ୍ସବରେ ଏହି ସହାୟତା ରାଶି ବଣ୍ଟାଯାଇଥିଲା ।

୮୨୯ ଶ୍ରମିକ ଙ୍କୁ ମିଳିଲା ୧ କୋଟି ୪୨ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା

ଜିଲ୍ଲା ସ୍ତରୀୟ ସମାରୋହରେ ଉପବାଚସ୍ପତିଙ୍କ ସହ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗଦେଇ ପଞ୍ଜୀକୃତ ୮୨୯ ଜଣ ଶ୍ରମିକ ୧ କୋଟି ୪୨ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ଅନୁଗୋଳ ଶ୍ରମ ଜିଲ୍ଲା ଅଧୀନରେ ଥିବା ପାଞ୍ଚଟି ବ୍ଲକର ଶ୍ରମିକ ମାନଙ୍କୁ ଏହି ସହୟତା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ଶ୍ରମ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଅନୁଗୁଳରୁ ସଂଗ୍ରାମ ରଂଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.