ETV Bharat / state

ପକେଟ୍ ମାର ହେଲା କାଳ, ଧରାପଡ଼ି ଛେଚା ଖାଇଲେ 2 ଲୁଟେରା - ପକେଟ ମାର ଲୁଟେରା

ଲୁଟ ବେଳେ ଧରାପଡିଲେ ଲୁଟେରା । କିଛି ଦିନ ଧରି ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଏବେ ପଡିଛନ୍ତି ସେମାନେ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ଅନୁଗୋଳ
author img

By

Published : Sep 6, 2019, 5:04 PM IST

ଅନୁଗୋଳ: ଲୁଟେରାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ । ଲୁଟ୍‌ ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଲେ 2 ଲୁଟେରା । ଦୀର୍ଘ ଦିନ ଧରି ଅନୁଗୋଳ ଆଠମଲ୍ଲିକ କିଶୋରନଗର ହଣ୍ଡପା ଥାନା ଆଦି ଅଞ୍ଚଳରେ ଏକ ବଡ ଲୁଟେରା ଗ୍ୟାଙ୍ଗ ଉତ୍ପାତ ଚଲାଇଥିଲେ । ଆଜି ନାକଚି ଠାରେ ଏହି 2 ଲୁଟେରା ପକେଟ ମାର କରୁଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଧରି ନେଇଛନ୍ତି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା,ଅନୁଗୋଳ

ଗ୍ରାମବାସୀଙ୍କ ଠାରୁ ଉଭୟ ନିର୍ଧୁମ ମାଡ ଖାଇବା ପରେ ପକେଟ୍‌ ମାର କରୁଥିବା ଘଟଣାକୁ ମାନିଛନ୍ତି । ଏଥିସହିତ ସେମାନଙ୍କ ଅନ୍ୟ 2 ସହଯୋଗୀ ଫେରାର ଥିବା ଲୋକଙ୍କୁ ଜଣାଇଛନ୍ତି । ଗ୍ରାମବାସୀ ଉଭୟଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି । ଏହି ଦୁଇ ଲୁଟେରାଙ୍କୁ ଗିରଫ କରିବା ଅଧିକ ତଦନ୍ତ ପାଇଁ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଲୁଟେରା ଙ୍କୁ ଉତ୍ତମ ମାଧ୍ୟମ - ଲୁଟ ବେଳେ ଧରା ପଡ଼ି ମାଡ ଖାଇଲେ । ପରେ ପୋଲିସ ରେ ଜିମା ଦେଲେ ଲୋକେ ।Body:ଲୁଟ ଉଦ୍ୟମ ପଣ୍ଡ । ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଲେ ଦୁଇ ଲୁଟେରା ।ଅନୁଗୋଳ ଜିଲା ଆଠମଲ୍ଲିକ କିଶୋରନଗର ହଣ୍ଡପା ଥାନା ଆଦି ଅଞ୍ଚଳରେ ଡକାୟତି ରାହାଯାନୀ ଚେରୀ ଆଦିରେ ଦୀର୍ଘଦିନରୁ ସମ୍ପପୃକ୍ତି ଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟକୁ ନାକଚି ଠାରେ ପକେଟ ମାର କରୁଥିବା ସମୟରେ ଧରିଛନ୍ତି ଗ୍ରାମବାସୀ । ଗ୍ରାମବାସି ଙ୍କ ଠାରୁ ଛେଚା ଖାଇଲା ପରେ ସେମାନେ ମାନିଛନ୍ତି ଯେ ପକେଟମାର କରୁଥିଲେ ଓ ତାଙ୍କର ଆଉ ଦୁଇଜଣ ସହଯୋଗୀ ଫେରାର ଅଛନ୍ତି। ଧାରା ପଡିଥିବା ଦୁଇ ଜଣ ଙ୍କୁ ଗ୍ରାମ ବାସି କାବୁ କରି ପେଲିସ ର ଜିମାରେ ଦେଇଛନ୍ତି । ।Conclusion:ଏ ନେଇ ହଣ୍ଡାପା ପୋଲିସ ଅଧିକ ପଚରା ଉଚରା କରୁଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.