ETV Bharat / sports

Tokyo Olympics, Day 8: ବକ୍ସିଂ ସେମିଫାଇନାଲରେ ଲଭଲିନା, ବ୍ରୋଞ୍ଜ ପଦକ ପକ୍କା

author img

By

Published : Jul 30, 2021, 9:33 AM IST

ଏହି ବିଜୟ ସହ ସେ ସେମିଫାଇନାଲରେ ପ୍ରବେଶ କରିବା ସହିତ ଭାରତ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ନିଶ୍ଚିନ୍ତ କରିଛନ୍ତି । ଅଧିକ ପଢନ୍ତୁ... ବକ୍ସିଂ ସେମିଫାଇନାଲରେ ଲଭଲିନା, ବ୍ରୋଞ୍ଜ ପଦକ ପକ୍କା

Tokyo Olympics, Day 8: Boxer Lovlina Borgohain confirms medal for India, reaches semi-finals
Tokyo Olympics, Day 8: ବକ୍ସିଂ ସେମିଫାଇନାଲରେ ଲଭଲିନା, ବ୍ରୋଞ୍ଜ ପଦକ ପକ୍କା

ଟୋକିଓ: ବକ୍ସିଂ କ୍ବାର୍ଟର ଫଇନାଲରେ ଲଭଲିନା ବୋର୍ଗହେନଙ୍କ ଦମଦାର ବିଜୟ । ଚାଇନିଜ ତାଇପେଇର ନିଏନ-ଚିନଙ୍କୁ ହରାଇଲେ ଲଭଲିନା । ଏଥିସହ ଟୋକିଓ ଅଲମ୍ପିକ୍‌ର ମହିଳା ୱେଲ୍ଟର(୬୪-୬୯ କିଲୋଗ୍ରାମ) ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଅଲମ୍ପିକ ଡେବ୍ୟୁ କରିଥିବା ଆସାମ ବକ୍ସର ।

ଏହି ବିଜୟ ସହ ସେ ସେମିଫାଇନାଲରେ ପ୍ରବେଶ କରିବା ସହିତ ଭାରତ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ନିଶ୍ଚିନ୍ତ କରିଛନ୍ତି । ବକ୍ସିଂରେ ଦୁଇଜଣ ସେମିଫାଇନାଲିଷ୍ଟଙ୍କୁ ବ୍ରୋଞ୍ଜ ପଦକ ମିଳିବାର ନିୟମ ରହିଛି ।

ପ୍ରଥମ ରାଉଣ୍ଡରେ ଚାଇନିଜ ପ୍ରତିଯୋଗୀ ଲଭଲିନାଙ୍କୁ ଦମଦାର ପଞ୍ଚ୍‌ ସହ ୩-୨ରେ ବିଜୟୀ ହୋଇଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଜବରଦସ୍ତ କମବ୍ୟାକ କରିଥିଲେ ଲଭଲିନା । ଦ୍ବିତୀୟ ଓ ତୃତୀୟ ରାଉଣ୍ଡକୁ ଜିତିବା ସହ ସେମିଟିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.