ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ରେ ଗୁରୁବାର ସକାଳ ଭାରତ ପାଇଁ ବିଜୟର ସକାଳ ହୋଇଛି । ହକି, ବ୍ୟାଡମିଣ୍ଟନ, ତୀରନ୍ଦାଜ ପରେ ବକ୍ସର ସତୀଶ କୁମାର ବିଜୟୀ । ୯୧ କିଲୋଗ୍ରାମ ପ୍ରି-କ୍ବାର୍ଟରଫାଇନାଲରେ ଜାମାଇକାର ରିଚାର୍ଡୋ ବ୍ରୋୱନଙ୍କୁ ହରାଇଛନ୍ତି ସତୀଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ