ETV Bharat / sports

Tokyo Olympics, Day 3: ରୋଇଂ-ସେମି-ଫାଇନାଲରେ ଅର୍ଜୁନ, ଅରବିନ୍ଦ

ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂହ 6:51.36 ସମୟରେ ପ୍ରତିଯୋଗିତା ଶେଷ କରିଥିଲେ । ଅଧିକ ପଢନ୍ତୁ...

Tokyo Olympics, Day 3: Arjun, Arvind qualify for semifinals
Tokyo Olympics, Day 3: ରୋଇଂ-ସେମି-ଫାଇନାଲରେ ଅର୍ଜୁନ, ଅରବିନ୍ଦ
author img

By

Published : Jul 25, 2021, 10:35 AM IST

ଟୋକିଓ: ଅଲମ୍ପିକର ତୃତୀୟ ଦିନରେ ରୋଇଂ ଇଭେଣ୍ଟରୁ ଆସିଛି ଖୁସି ଖବର । ଦୁଇ ଯୁବ ଭାରତୀୟ ରୋଇଂ ଷ୍ଟାର ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂହ ଜବରଦସ୍ତ ପ୍ରଦର୍ଶନ କରିବା ସହ ତୃତୀୟ ସ୍ଥାନରେ ରହିଛନ୍ତି । ଫଳରେ ଟୋକିଓ ଅଲମ୍ପିକ୍‌ରେ ପୁରୁଷ ଲାଇଟୱେଟ୍‌ ଯୁଗଳ ସ୍କଲ୍‌ସ ରପଚେଜ୍‌ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ପୋଲାଣ୍ଡର ଜର୍ଜି କୋୱାଲସକି ଓ ଅର୍ଥର ମିକୋଲାଜସୱସକି ଯୋଡି 6:43.44 ସମୟରେ ପହଞ୍ଚି ତାଲିକାର ଶୀର୍ଷ ସ୍ଥାନରେ ରହିଥିଲେ । ପରେ ସ୍ପାନିସ ଯୋଡି ହୋର୍ଟା ପୋମ୍ବୋ ଓ ମାନେଲ ବାଲାଷ୍ଟେଗୁଇ ୬:୪୫.୭୧ ସମୟରେ ପହଞ୍ଚିଥିଲେ ।

ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂହ 6:51.36 ସମୟରେ ପ୍ରତିଯୋଗିତା ଶେଷ କରିଥିଲେ ।

ଭାରତୀୟ ଯୋଡି ଜୁଲାଇ ୨୭ରେ ସେମି-ଫାଇନାଲ ମୁକାବିଲାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.