ETV Bharat / sports

Tokyo Olympics: ସୁଟିଂ-ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ମନୁ, ଯଶସ୍ବୀ ବାଦ୍‌ - ମନୁ ଭାକର

ମହିଳା ୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାକର ଦ୍ବାଦଶ ସ୍ଥାନରେ, ଦେଶୱାଲ ତୟୋଦଶ ସ୍ଥାନରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

Tokyo Olympics, Day 2: Bhaker, Deswal crash out of women's 10m air pistol  qualification round
Tokyo Olympics: ସୁଟିଂ- ଯୋଗ୍ଯତା ପର୍ଯ୍ୟାୟ ରାଉଣ୍ଡରୁ ମନୁ, ଯଶସ୍ବୀ ବାଦ୍‌
author img

By

Published : Jul 25, 2021, 9:51 AM IST

ଟୋକିଓ: ଅଲମ୍ପିକ ଅଭିଯାନରେ ଭାରତୀୟ ସୁଟରଙ୍କ ପାଇଁ ରବିବାର ଥିଲା ଦ୍ବିତୀୟ ଦିନ । ତେବେ ଦୁଇ ଷ୍ଟାର ସୁଟର ମନୁ ଭାକର ଓ ଯଶସ୍ବୀ ଦେଶୱାଲ ନିରାଶ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବାଦ୍‌ ପଡିଛନ୍ତି ।

ଭାକର ଦ୍ବାଦଶ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ଓ ଦେଶୱାଲ ତୟଦଶ ସ୍ଥାନରେ ରହିଥିଲେ ।

୨୦୧୯ ISSF ବିଶ୍ବକପ ସ୍ବର୍ଣ୍ଣ ବିଜୟିନୀ ଦେଶୱାଲ ମୋଟ ୬୦୦ ପଏଣ୍ଟରୁ ୫୭୪ ପଏଣ୍ଟ ହାସଲ କରିଥିଲେ । ଅନ୍ୟପଟେ ଭାକର ୬ଟି ପ୍ରୟାସରେ (୫୭୫ ପଏଣ୍ଟ)- 98, 95, 94, 95, 98, 95 ହାସଲ କରିଥିଲେ ।

ସର୍ବାଧିକ ପଏଣ୍ଟ 98 ସହ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ୨୦ଟି ସଟ୍‌ରେ ତାଙ୍କର ପ୍ରଦର୍ଶନ ଆଶାନୁରୁପ ହୋଇନଥିଲା । ଷଷ୍ଠ ସିରିଜର ତୃତୀୟରେ ୯୪ ହାସଲ କରିବାକୁ ସଫଳ ହୋଇଥିଲେ ତେବେ ପରେ କମବ୍ୟାକ କରିଥିଲେ ମଧ୍ୟ ତାହା ଯଥେଷ୍ଠ ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.