ETV Bharat / sports

ମୀରାବାଇଙ୍କୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମ୍ବର୍ଦ୍ଧନା, ୨ କୋଟି ପୁରସ୍କାର ଘୋଷଣା

author img

By

Published : Jul 27, 2021, 5:06 PM IST

ଟୋକିଓ ଅଲମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ଶୈଖମ ମୀରାବାଇ ଚାନୁଙ୍କୁ ୨ କୋଟି ପୁରସ୍କାର ରାଶି ଘୋଷଣା କଲା ଭାରତୀୟ ରେଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

Railway Minister Ashwini Vaishnaw felicitates Olympics medallist Mirabai Chanu, announces reward of Rs 2 cr
ମୀରାବାଇଙ୍କୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମ୍ବର୍ଦ୍ଧନା, ମିଳିବ ୨ଟି ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ଭାରୋତ୍ତୋଳନକାରୀ ଶୈଖମ ମୀରାବାଇ ଚାନୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ୨କୋଟି ଟଙ୍କା ପୁରସ୍କାର ରାଶି ସହିତ ରେଳ ବିଭାଗରେ ପଦୋନ୍ନତି ଘୋଷଣା କରିଛନ୍ତି । ଏନେଇ ରେଳ ମନ୍ତ୍ରଣାଳୟ ଅଫିସିଆଲ ଟ୍ବିଟ ଆକାଉଣ୍ଟରେ ଘୋଷଣା କରିଛି ।

  • It was great to meet and congratulate the pride of India and honour of Indian Rly, @mirabai_chanu. Also felicitated her & announced Rs. 2 Cr , a promotion and more. She has inspired billions around the world with her talent, handwork and grit.
    Keep winning for India! pic.twitter.com/gYRftarOrr

    — Ashwini Vaishnaw (@AshwiniVaishnaw) July 26, 2021 " class="align-text-top noRightClick twitterSection" data=" ">

ଟୋକିଓ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନ ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚାନୁଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଓ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ।

ରେଳମନ୍ତ୍ରୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି, "ଭାରତୀୟ ରେଳର ସମ୍ମାନ ଓ ଭାରତର ଗର୍ବ ମୀରାବାଇ ଚାନୁଙ୍କୁ ସାକ୍ଷାତ ସହ ସମ୍ବର୍ଦ୍ଧିତ କରି ଅତ୍ୟନ୍ତ ଖୁସି । ୨କୋଟି ଟଙ୍କା ପୁରସ୍କାର, ପଦୋନ୍ନତି ଓ ଆହୁରି ଅନେକ କିଛି ତାଙ୍କ ପାଇଁ ପାଇଁ ଘୋଷଣା ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.