ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ପିଭି ସିନ୍ଧୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସଭିଏଁ ସିନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲଗାତାର ଦୁଇଟି ଅଲମ୍ପିକ୍ ଗେମ୍ସରେ ଦୁଇଟି ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ ।
-
P V Sindhu becomes the first Indian woman to win medals in two Olympic games. She has set a new yardstick of consistency, dedication and excellence. My heartiest congratulations to her for bringing glory to India.
— President of India (@rashtrapatibhvn) August 1, 2021 " class="align-text-top noRightClick twitterSection" data="
">P V Sindhu becomes the first Indian woman to win medals in two Olympic games. She has set a new yardstick of consistency, dedication and excellence. My heartiest congratulations to her for bringing glory to India.
— President of India (@rashtrapatibhvn) August 1, 2021P V Sindhu becomes the first Indian woman to win medals in two Olympic games. She has set a new yardstick of consistency, dedication and excellence. My heartiest congratulations to her for bringing glory to India.
— President of India (@rashtrapatibhvn) August 1, 2021
ଏହାପରେ ସୋସିଆଲ ମିଡିଆରେ ସିନ୍ଧୁ ଟ୍ରେଣ୍ଡିଂରେ ରହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରି ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ଭାବରେ ଦୁଇଟି ଅଲମ୍ପିକରେ ପଦକ ହାସଲ କରିଛନ୍ତି ପିଭି ସିନ୍ଧୁ । ସେ ଲଗାତାର ନିଷ୍ଠାର ସହ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ବିଶ୍ବସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।"
-
We are all elated by the stellar performance by @Pvsindhu1. Congratulations to her on winning the Bronze at @Tokyo2020. She is India’s pride and one of our most outstanding Olympians. #Tokyo2020 pic.twitter.com/O8Ay3JWT7q
— Narendra Modi (@narendramodi) August 1, 2021 " class="align-text-top noRightClick twitterSection" data="
">We are all elated by the stellar performance by @Pvsindhu1. Congratulations to her on winning the Bronze at @Tokyo2020. She is India’s pride and one of our most outstanding Olympians. #Tokyo2020 pic.twitter.com/O8Ay3JWT7q
— Narendra Modi (@narendramodi) August 1, 2021We are all elated by the stellar performance by @Pvsindhu1. Congratulations to her on winning the Bronze at @Tokyo2020. She is India’s pride and one of our most outstanding Olympians. #Tokyo2020 pic.twitter.com/O8Ay3JWT7q
— Narendra Modi (@narendramodi) August 1, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସରେ ପିଭି ସିନ୍ଧୁଙ୍କୁ ପ୍ରଦର୍ଶନରେ ଆମେ ସଭିଏଁ ଆନନ୍ଦିତ । ଭାରତ ଇତିହାସରେ ଜଣେ ଉତ୍କୃଷ୍ଟ ଅଲମ୍ପିଆନ ଭାବରେ ପିଭି ସିନ୍ଧୁ ଭାରତର ଗର୍ବ ଓ ଗୌରବ ।"
-
Fantastic game by India’s Badminton player @Pvsindhu1! Congratulations to her for the Bronze medal in the #Olympics. She has made the country proud on several occasions by achieving remarkable success. Today she has done it again! #TokyoOlympics2020
— Rajnath Singh (@rajnathsingh) August 1, 2021 " class="align-text-top noRightClick twitterSection" data="
">Fantastic game by India’s Badminton player @Pvsindhu1! Congratulations to her for the Bronze medal in the #Olympics. She has made the country proud on several occasions by achieving remarkable success. Today she has done it again! #TokyoOlympics2020
— Rajnath Singh (@rajnathsingh) August 1, 2021Fantastic game by India’s Badminton player @Pvsindhu1! Congratulations to her for the Bronze medal in the #Olympics. She has made the country proud on several occasions by achieving remarkable success. Today she has done it again! #TokyoOlympics2020
— Rajnath Singh (@rajnathsingh) August 1, 2021
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସନ୍ଧୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା । ସେ ଭାରତକୁ ଗର୍ବିତ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଏଭଳି କୀର୍ତ୍ତିମାନ କରିଛନ୍ତି ।"
-
Well done!
— Naveen Patnaik (@Naveen_Odisha) August 1, 2021 " class="align-text-top noRightClick twitterSection" data="
Congratulate @Pvsindhu1 on her historic win to secure the Bronze medal in #Tokyo2020 #Badminton finals. Her triumph, the consecutive Olympic medals and grit is both exemplary and inspiring. Wish her my best. #Cheer4India #PVSindhu
">Well done!
— Naveen Patnaik (@Naveen_Odisha) August 1, 2021
Congratulate @Pvsindhu1 on her historic win to secure the Bronze medal in #Tokyo2020 #Badminton finals. Her triumph, the consecutive Olympic medals and grit is both exemplary and inspiring. Wish her my best. #Cheer4India #PVSindhuWell done!
— Naveen Patnaik (@Naveen_Odisha) August 1, 2021
Congratulate @Pvsindhu1 on her historic win to secure the Bronze medal in #Tokyo2020 #Badminton finals. Her triumph, the consecutive Olympic medals and grit is both exemplary and inspiring. Wish her my best. #Cheer4India #PVSindhu
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଲମ୍ପିକ ପଦକ ବିଜେତା ସଟଲର ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା। ତାଙ୍କ ନିଷ୍ଠା ଯୋଗୁଁ ସେ ଲଗାତାର ଦୁଇ ବର୍ଷ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି । ତାଙ୍କ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।"
-
Well played @Pvsindhu1.
— Amit Shah (@AmitShah) August 1, 2021 " class="align-text-top noRightClick twitterSection" data="
Time and again you have proved your unparalleled commitment and devotion towards the game. May you continue to bring glory to the nation.
We are proud of your remarkable accomplishment. pic.twitter.com/uiGNLwwMVO
">Well played @Pvsindhu1.
— Amit Shah (@AmitShah) August 1, 2021
Time and again you have proved your unparalleled commitment and devotion towards the game. May you continue to bring glory to the nation.
We are proud of your remarkable accomplishment. pic.twitter.com/uiGNLwwMVOWell played @Pvsindhu1.
— Amit Shah (@AmitShah) August 1, 2021
Time and again you have proved your unparalleled commitment and devotion towards the game. May you continue to bring glory to the nation.
We are proud of your remarkable accomplishment. pic.twitter.com/uiGNLwwMVO
ସେପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ପୁଣି ଥରେ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି ପିଭି ସିନ୍ଧୁ । ଏହିଭଳି ଭାବରେ ତୁମେ ଦେଶ ପାଇଁ ଗୌରବ ଆଣୁଥାଅ । ଆମ ତୁମ ପାଇଁ ଗର୍ବିତ ।"
ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ଭରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପିଭି ସିନ୍ଧୁ । ଏହାପୂର୍ବରୁ ମଧ୍ୟ ସେ ଅଲମ୍ପିକ୍ସରେ ପଦକ ହାସଲ କରିଥିଲେ । ଚୀନର ସଟଲରଙ୍କୁ ସିଧା ସେଟରେ ପରାଜିତ କରି ଏହି ସଫଳତା ହାସଲ କରିଛନ୍ତି ସିନ୍ଧୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ