ETV Bharat / sports

Tokyo Olympics: ଜୁଲାଇ ୩୧ ପାଇଁ ଭାରତର କାର୍ଯ୍ୟସୂଚୀ - ଭାରତର ଇଭେଣ୍ଟ

ଜାଣନ୍ତୁ ଶନିବାର ପାଇଁ କଣ ରହିଛି ଭାରତର କାର୍ଯ୍ୟସୂଚୀ ଓ କେଉଁ ଖେଳାଳିଙ୍କ ଉପରେ ରହିବ ସଭିଙ୍କ ନଜର । ଅଧିକ ପଢ଼ନ୍ତୁ...

India schedule for 31st july, India at Tokyo Olympics, ଜୁଲାଇ ୩୧ ପାଇଁ ଭାରତର କାର୍ଯ୍ୟସୂଚୀ, ଭାରତର ଇଭେଣ୍ଟ
Tokyo Olympics: ଜୁଲାଇ ୩୧ ପାଇଁ ଭାରତର କାର୍ଯ୍ୟସୂଚୀ
author img

By

Published : Jul 30, 2021, 10:46 PM IST

ଟୋକିଓ: ଶୁକ୍ରବାରର Tokyo Olympics ରେ ବ୍ୟାଡମିଣ୍ଟନ, ବକ୍ସିଂ, ହକି ଆଦିରେ ଖୁବ୍‌ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ତେବେ ଜାଣନ୍ତୁ ଶନିବାର ପାଇଁ କଣ ରହିଛି ଭାରତର କାର୍ଯ୍ୟସୂଚୀ ଓ କେଉଁ ଖେଳାଳିଙ୍କ ଉପରେ ରହିବ ସଭିଙ୍କ ନଜର ।

ଭାରତୀୟ ସମୟ ସକାଳ ୪.୧୫ ରୁ : ଗଲ୍ଫ (ଦ୍ବିତୀୟ ରାଉଣ୍ଡ)- ଅନିର୍ବାନ ଲେହରୀ

ଭାରତୀୟ ସମୟ ସକାଳ ୬.୦୦ ଟାରୁ : ଆଥଲେଟିକ୍ସ (ମହିଳା ଡିସକସ ଥ୍ରୋ, କ୍ବାଲିଫିକେସନ ଗ୍ରୁପ-ଏ)- ସୀମା ପୁନିଆ

ଭାରତୀୟ ସମୟ ସକାଳ ୬.୦୦ ଟା: ଗଲ୍ଫ (ତୃତୀୟ ରାଉଣ୍ଡ)- ଅନିର୍ବାନ ଲେହରୀ

ଭାରତୀୟ ସମୟ ସକାଳ ୭.୧୮ରୁ: ତୀରନ୍ଦାଜୀ- (ପୁରୁଷ ବ୍ୟକ୍ତିଗତ ୧/8 ଏଲିମିନେଶନ)- ଅତନୁ ଦାସ

ଭାରତୀୟ ସମୟ ସକାଳ 7.25ରୁ: ଆଥଲେଟିକ୍ସ ( ମହିଳା ଡିସକସ ଥ୍ରୋ, କ୍ବାଲିଫିକେସନ ଗ୍ରୁପ-ବି)- କମଲପ୍ରୀତ କୌର

ଭାରତୀୟ ସମୟ ସକାଳ ୭.୩୦ରୁ: ବକ୍ସିଂ (ପ୍ରିଲିମ୍ସ- ରାଉଣ୍ଡ ଅଫ୍‌-୧୬, ପୁରୁଷ ୫୨ କିଗ୍ରା)- ଅମିତ ପଙ୍ଘାଲ

ଭାରତୀୟ ସମୟ ସକାଳ ୮.୩୦ରୁ: ଶୁଟିଂ (ମହିଳା ୫୦ ମିଟର ରାଇଫଲ, ୩ ପୋଜିସନ କ୍ବାଲିଫିକେସନ)- ତେଜସ୍ବିନୀ ସାୱନ୍ତ, ଅଞ୍ଜୁମ ମୌଦଗିଲ

ଭାରତୀୟ ସମୟ ସକାଳ ୮.୩୫ରୁ: ନୌଚାଳନା (୪୯er ପୁରୁଷ ରେସ୍‌ ୧୦, ୧୧, ୧୨)- କେସି ଗଣପତି, ବରୁଣ ଠକ୍କର

ଭାରତୀୟ ସମୟ ସକାଳ ୮.୪୫ରୁ: ହକି (ମହିଳା, ପୁଲ-ଏ ମ୍ୟାଚ) ଦକ୍ଷିଣ ଆଫ୍ରିକା ବନାମ ଭାରତ

TBT: ତୀରନ୍ଦାଜୀ (ପୁରୁଷ ବ୍ୟକ୍ତିଗତ କ୍ବାର୍ଟର ଫାଇନାଲରୁ ଫାଇନାଲ)- ଅତନ୍ତୁ ଦାସ (ଯଦି କ୍ବାଲିଫାଏ କରିଥାନ୍ତି)

ଭାରତୀୟ ସମୟ ମଧ୍ୟାହ୍ନ ୧୨.୩୦ ରୁ: ଶୁଟିଂ (ମହିଳା ୫୦ ମିଟର ରାଇଫଲ ଫାଇନାଲ ୩ ପୋଜିସନ)- ଯଦି କେହି କ୍ବାଲିଫାଏ କରନ୍ତି

ଭାରତୀୟ ସମୟ ଅପରାହ୍ଣ ୩.୨୦ରୁ: ବ୍ୟାଡମିଣ୍ଟନ (ମହିଳା ଏକକ ବର୍ଗ ସେମି ଫାଇନାଲ)- ପିଭି ସିନ୍ଧୁ

ଭାରତୀୟ ସମୟ ଅପରାହ୍ଣ ୩.୩୬ରୁ: ବକ୍ସିଂ (ମହିଳା ୭୫ କିଗ୍ରା, କ୍ବାର୍ଟର ଫାଇନାଲ-୪)- ପୂଜା ରାନୀ

ଭାରତୀୟ ସମୟ ଅପରାହ୍ଣ ୩.୪୦ରୁ: ଆଥଲେଟିକ୍ସ (ପୁରୁଷ ଲମ୍ବ ଡିଆଁ (ଲଙ୍ଗ ଜମ୍ପ) କ୍ବାଲିଫିକେଶନ ଗ୍ରୁପ-ବି)- ଶ୍ରୀଶଙ୍କର ମୁରଲୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.