ETV Bharat / sports

Tokyo Olympics: ରେସ୍‌ଲର ରବିଙ୍କ ଉପରେ ପୁରସ୍କାର ବର୍ଷା କଲେ ହରିୟାଣା ସରକାର

author img

By

Published : Aug 5, 2021, 7:33 PM IST

ରୌପ୍ୟ ପଦକ ଜିତିବା ପରେ କୁସ୍ତିଯୋଦ୍ଧା ରବି ଦହିୟାଙ୍କ ପାଇଁ ଅନେକ ଗୁଡ଼ିଏ ପୁରସ୍କାର ଘୋଷଣା କରିଛନ୍ତି ହରିୟାଣା ସରକାର । ଅଧିକ ପଢ଼ନ୍ତୁ...

Haryana government,  4 crore rupees prize money for Ravi Dahiya, Ravi Dahiya winning silver medal, Tokyo Olympic, ରବି ଦହିୟା, ହରିୟାଣା ସରକାର
Tokyo Olympics: ରେସ୍‌ଲର ରବିଙ୍କ ଉପରେ ପୁରସ୍କାର ବର୍ଷା କଲେ ହରିୟାଣା ସରକାର

ଚଣ୍ଡୀଗଡ଼: ଟୋକିଓ ଅଲମ୍ପିକ (Tokyo Olympics) ରେ କୁସ୍ତିଯୋଦ୍ଧା ରବି ଦହିୟା ଇତିହାସରେ ନିଜ ନାଁ ଲିପିବଦ୍ଧ କରିବାରେ ହୁଏତ ସଫଳ ହୋଇ ନାହାନ୍ତି କିନ୍ତୁ ରୌପ୍ୟ ପଦକ ଜିତି ସଭିଙ୍କ ହୃଦୟ ନିଶ୍ଚେ ଜିତି ନେଇଛନ୍ତି । ଯାହାପରେ ହରିୟାଣା ସରକାର ରବିଙ୍କ ଉପରେ କରିଛନ୍ତି ପୁରସ୍କାର ବର୍ଷା । ରବିଙ୍କୁ କ୍ଲାସ ୧ ବର୍ଗର ଚାକିରୀ, ରାଜ୍ୟର ଯେକୌଣସି ସ୍ଥାନରେ ଏକ ଫ୍ଲାଟ, ତାଙ୍କ ଗାଁରେ କୁସ୍ତି ପାଇଁ ଏକ ଇଣ୍ଡୋର ଷ୍ଟାଡିଅମ ଓ ୪ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ହରିୟାଣା ସରକାର ।

  • #Tokyo2020 में रजत पदक जीतने पर रवि दहिया को हरियाणा सरकार द्वारा 4 करोड़ की ईनाम राशि और सरकार में क्लास वन की नौकरी व कंसेशनल रेट पर HSVP का प्लॉट देने की घोषणा करता हूँ।

    बेटे रवि दहिया को हार्दिक शुभकामनाएं। pic.twitter.com/yrFoAiC9rm

    — Manohar Lal (@mlkhattar) August 5, 2021 " class="align-text-top noRightClick twitterSection" data=" ">

ସୂଚନା ଯୋଗ୍ୟ ଯେ, ରବି ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ହୋଇଛନ୍ତି । ଫାଇନାଲରେ ପହଁଞ୍ଚିଥିବା ଦ୍ବିତୀୟ କୁସ୍ତିଯୋଦ୍ଧା ମଧ୍ୟ ହେଉଛନ୍ତି ରବି । ଏହା ପୂର୍ବରୁ ସୁଶୀଲ କୁମାର ୨୦୧୨ରେ ଅଲମ୍ପିକ୍‌ ଫାଇନାଲ ଖେଳିଥିଲା । ତେବେ ରବି ଅଲମ୍ପିକ୍‌ରେ ପଦକ ଜିତିଥିବା ଭାରତର ପଞ୍ଚମ କୁସ୍ତି ଯୋଦ୍ଧା । ରବିଙ୍କ ପୂର୍ବରୁ ଭାରତର କେଡି ଯାଧବ, ସୁଶୀଲ କୁମାର, ଯୋଗେଶ୍ବର ଦତ୍ତ ଓ ସାକ୍ଷୀ ମଲିକ ଅଲମ୍ପିକ ପଦକ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.