ETV Bharat / sports

Tokyo Paralympics: ତୀରନ୍ଦାଜୀ ଇଭେଣ୍ଟରେ ହରବିନ୍ଦରଙ୍କୁ ବ୍ରୋଞ୍ଜ ପଦକ - india get bronze medal in archery

Tokyo Paralympics: ତୀରନ୍ଦାଜୀ ଇଭେଣ୍ଟରେ ହରବିନ୍ଦର ସିଂହଙ୍କୁ କାଂସ୍ୟ ପଦକ

author img

By

Published : Sep 3, 2021, 6:02 PM IST

Updated : Sep 3, 2021, 6:24 PM IST

17:55 September 03

Tokyo Paralympics: ତୀରନ୍ଦାଜୀ ଇଭେଣ୍ଟରେ ହରବିନ୍ଦର ସିଂହଙ୍କୁ କାଂସ୍ୟ ପଦକ

ଟୋକିଓ: ପାରାଲମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ ।  ତୀରନ୍ଦାଜୀ ଏକକ ରିକର୍ଭ ଇଭେଣ୍ଟରେ ହରବିନ୍ଦର ସିଂହ ଆଣିଲେ କାଂସ୍ୟ ପଦକ ।  ଏହି ପଦକ ସହ ଟୋକିଓ ପାରାଲମ୍ପିକ୍ସରେ ଭାରତ ମୋଟ ୧୩ଟି ପଦକ ହାସଲ କରିଛି ।  ଏକକ ରିକର୍ଭ ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲେ ହରବିନ୍ଦର ସିଂହ । ତେବେ କାଂସ୍ୟ ପଦକ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ଦମଦାର ପ୍ରଦର୍ଶନ କରିଛନ୍ତି ହରବିନ୍ଦର ।

1960 ମସିହା ପରେ ପ୍ରଥମ ଥର ପାଇଁ ପାରାଲମ୍ପିକ୍ସର ତୀରନ୍ଦାଜୀ ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହି ପଦକକୁ ମିଶାଇ ଶୁକ୍ରବାର ଭାରତ ମୋଟ ୩ଟି ପଦକ ହାସଲ କରିଛି । ଭାରତର ସୁନା ଝିଅ ଅବନୀ ଲେଖାରା ପାରାଲମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ।  

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜଲୱା ଜାରି ରିହଛି । ଟି-୪୪ ବର୍ଗ ପୁରୁଷ ହାଇଜମ୍ପରେ ଏସୀୟ ରେକର୍ଡ ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପ୍ରବୀଣ କୁମାର । ପ୍ରବୀଣ ପ୍ରର୍ଯ୍ୟାୟ କ୍ରମେ ୧.୮୮ମିଟର, ୧.୯୩ମିଟର ଏବଂ ୨.୦୧ମିଟର ଏସୀୟ ରେକର୍ଡ ହାସଲ କରିବା ସହ ଫାଇନାଲରେ ୨.୦୭ମିଟର ଡେଇଁ ରେକର୍ଡ ସୃଷ୍ଟି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Sep 3, 2021, 6:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.