ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କଲେ ନାଓମି ଓସାକା । କ୍ରମାଗତ 19ତମ ବିଜୟ ହାସଲ କରିଛନ୍ତି ଓସାକା । କ୍ବାର୍ଟର ଫାଇନାଲ ମ୍ୟାଚରେ ହେଇସ ସୁ ୱେଇଙ୍କୁ 6-2, 6-2 ସେଟ୍ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଓସାକା ।
-
Making 💯 A 💯 Statement 💯
— #AusOpen (@AustralianOpen) February 16, 2021 " class="align-text-top noRightClick twitterSection" data="
🇺🇸 @serenawilliams advances to her 9️⃣th #AusOpen semifinal.
🇯🇵 Naomi Osaka awaits.#AO2021 pic.twitter.com/6zwt1luRKd
">Making 💯 A 💯 Statement 💯
— #AusOpen (@AustralianOpen) February 16, 2021
🇺🇸 @serenawilliams advances to her 9️⃣th #AusOpen semifinal.
🇯🇵 Naomi Osaka awaits.#AO2021 pic.twitter.com/6zwt1luRKdMaking 💯 A 💯 Statement 💯
— #AusOpen (@AustralianOpen) February 16, 2021
🇺🇸 @serenawilliams advances to her 9️⃣th #AusOpen semifinal.
🇯🇵 Naomi Osaka awaits.#AO2021 pic.twitter.com/6zwt1luRKd
ଗ୍ରାଣ୍ଡସ୍ଲାମ କ୍ବାର୍ଟର ଫାଇନାଲରେ ଓସାକାଙ୍କ ଅପାରଜେୟ ରେକର୍ଡ ଜାରି ରହିଛି । 2019 ସଂସ୍କରଣର ଅଷ୍ଟ୍ରେଲିଆନ ଓପନ ଟାଇଟେଲ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ ଓସାକା । ଅନ୍ୟପଟେ ଭେଟେରାନ ଟେନିସ ଷ୍ଟାର ସେରେନା ୱିଲିୟମ୍ସ ମଧ୍ୟ ମହିଳା ଏକକ ବର୍ଗରେ ସେମିରେ ପ୍ରବେଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ