ETV Bharat / sports

ପୁଅ ଜନ୍ମଦିନରେ ଭାବୁକ ହେଲେ ସାନିଆ - ସାନିଆ ମିର୍ଜା

30ଅକ୍ଟୋବର 20190କୁ ସାନିଆ ଓ ସୋଏବଙ୍କ ପୁଅ ଇଜହାନର ପ୍ରଥମ ଜନ୍ମଦିନ ଥିଲା । ଏହି ଅବସରରେ ସାନିଆ ମିର୍ଜା ନିଜ ପୁଅର ବହୁତ କ୍ୟୁଟ ଫଟୋ ସେୟାର କରି ଏକ ଭାବୁକ ବାର୍ତ୍ତା ପୁଅ ପାଇଁ ଲେଖିଛନ୍ତି ।

sania mirza
author img

By

Published : Oct 31, 2019, 3:28 PM IST

କରାଚି: ଭାରତର ଟେନିସ ଖେଳାଳି ସାନିଆ ନିଜ ପୁଅ ଇଜହାନର ପ୍ରଥମ ବର୍ଥ ଡେରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ସାନିଆ ଓ ସୋଏବଙ୍କ ପ୍ରଥମ ସନ୍ତାନ ଇଜହାନ ମିର୍ଜା ।

sania
ଫଟୋ ସୌଜନ୍ୟ: ସୋସିଆଲମିଡିଆmirzasaniar

ସାନିଆ ମିର୍ଜା ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ଠିକ୍‌ ବର୍ଷେ ପୂର୍ବେ ତୁମେ ଏହି ଦୁନିଆକୁ ଆସିଥିଲ । ଏହାପରେ ଆମ ଦୁନିଆ ହୋଇଯାଇଛ । ଯେଉଁ ଦିନ ତୁମେ ଆସିଲ ତମେ ହସୁଥିଲ ଓ ଯୁଆଡେ ବି ଗଲ ସେଠାରେ ସମସ୍ତଙ୍କୁ ହସେଇଛ । ମୁଁ ବହୁତ ଭଲ ପାଏ ତମକୁ । ମୁଁ ଶପଥ ନେଉଛି ମୋର ଶେଷ ନିଶ୍ବାସ ଯାଏଁ ତମ ସହ ସର୍ବଦା ରହିବି । ହାପି ବାର୍ଥ ଡେ । ଆଲ୍ଲାଙ୍କ ପାଖରେ ପ୍ରଥାନ କରୁଛି ଯେ ତମେ ଯାହାବି କର ସେହି କାମରେ ସଫଳ ହୁଅ । ଆମମାନଙ୍କୁ ବାଛିଥିବାରୁ ଧନ୍ୟବାଦ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.