ETV Bharat / sports

ହୋବାର୍ଟ ଇଣ୍ଟରନ୍ୟାସନାଲ: ଫାଇନାଲରେ ସାନିଆ - Sania Mirza

ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ସାନିଆ ମିର୍ଜା । ଅଧିକ ପଢନ୍ତୁ...

sania-mirza-enters-womens-doubles-final-at-hobart-international
ହୋବାର୍ଟ ଇଣ୍ଟରନ୍ୟାସନାଲ: ଫାଇନାଲରେ ସାନିଆ
author img

By

Published : Jan 17, 2020, 9:10 PM IST

ହୋବାର୍ଟ: ଟ୍ରାକକୁ ଫେରିଲେ ସାନିଆ । ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଦେଖାଇଲେ ଦମ । ଟେନିସଠାରୁ ଦୀର୍ଘ ଦୁଇ ବର୍ଷ ଦୂରେଇ ରହିଥିଲେ ବି ସାନିଆ ପ୍ରମାଣ କରିଦେଇଛନ୍ତି ସେ କାହିଁକି ଭାରତୀୟ ଟେନିସ ଷ୍ଟାର । ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା ଡବଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ସାନିଆ ମିର୍ଜା ।

ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସାନିଆ ଓ ତାଙ୍କ ସାଥୀ ଖେଳାଳି ୟୁକ୍ରେନର ନାଦିଆ କିଚେନୋକ, ସ୍ଲୋଭେନିଆ-ଚେକ୍ ରିପବ୍ଲିକ୍ ଯୋଡ଼ି ତାମାରା ଜିଦାନସେକ୍ ଓ ମ୍ୟାରି ବୁଜକୋକାଙ୍କୁ ପରାସ୍ତ କରିଛନ୍ତି । 1 ଘଣ୍ଟା 21 ମିନିଟ୍ ଧରି ଚାଲିଥିବା ଏହି ଲଢେଇରେ ଏହି ଦୁଇ ଯୋଡ଼ି 7-6(3), 6-2 ସେଟରେ ବିଜୟୀ ହୋଇଛନ୍ତି । ତେବେ ଶନିବାର (ଆସନ୍ତାକାଲି) ଫାଇନାଲରେ ଚାଇନଜି ଯୋଡିଙ୍କୁ ଭେଟିବେ ଏହି ବିଜୟୀ ଯୋଡି ।

Intro:Body:

Prajnesh Gunneswaran,  Australian Open,  Melbourne

Melbourne: India's top-ranked player Prajnesh Gunneswaran failed to make the main draw of the Australian Open men's singles event after being defeated in straight sets by Latvia's Ernests Gulbis in the final round of the qualifiers here on Friday.

India's top-ranked player Prajnesh, who is also World 122 and seeded 17th in the qualifiers, went own 6-7 (2), 2-6 to Gulbis in his final round qualifying tie. India's campaign in the singles ended in the qualifiers with his exit.

Prajnesh fought hard in the first set to take it into a tie-break, where the Indian faltered to hand the early advantage to his rival.

In the second set, once Gulbis broke Prajnesh in the first and third games to build a 3-0 lead, it was downhill for him as he lost in one hour and 20 minutes.

On Thursday, Prajnesh had kept his hopes alive of making it to the main draw after registering a tremendous comeback victory in the second round of the qualifiers. Prajnesh defeated Germany's Yannick Hanfmann 1-6, 6-2, 6-1 in an intense match that lasted for one hour and 22 minutes.

On Thursday, Sumit Nagal lost his first qualifying round match against Egypt's Mohamed Safwat. Nagal, ranked 128, lost to World no. 172 Mohamed Safwat 6-7, 2-6 in the match that lasted for almost an hour and a half.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.