ETV Bharat / sports

75 ବର୍ଷ ପରେ ୱିମ୍ବଲେଡନ ବାତିଲ: ନାଖୁସ ରୋଜର ଫେଡେରର-ସେରେନା ୱିଲିୟମ୍ସ - ମହାମାରୀ କୋରୋନା ସଂକ୍ରମଣ ଭୟ

ଦୀର୍ଘ 75 ବର୍ଷ ପରେ ବିଶ୍ବ ଟେନିସର ସମ୍ମାନଜନକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ 2020 ବାତିଲ ହୋଇଛି । ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି । ତେବେ ଅଲ ଇଂଲଣ୍ଡ କ୍ଳବ(AELTC) ଓ ମ୍ୟାନେଜକମିଟିର ଏହି ନିଷ୍ପତିରେ ଅସନ୍ତୋଷ ଜାହିର କରିଛନ୍ତି, ଶ୍ରେଷ୍ଠ ଟେନିସ ଖେଳାଳି ରୋଜର ଫେ଼ଡେରର ଓ ସେରେନା ୱିଲିୟମ୍ସ ।

Wimbledon gets cancelled
75 ବର୍ଷ ପରେ ୱିମ୍ବଲଡନ ବାତିଲ: ନାଖୁସ ରୋଜର ଫେଡେରର-ସେରେନା ୱିଲିୟମସ
author img

By

Published : Apr 2, 2020, 12:05 PM IST

ହାଇଦ୍ରାବାଦ: ଦୀର୍ଘ 75 ବର୍ଷ ପରେ ବିଶ୍ବ ଟେନିସର ସମ୍ମାନଜନକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ 2020 ବାତିଲ ହୋଇଛି । ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି । ତେବେ ଅଲ ଇଂଲଣ୍ଡ କ୍ଳବ(AELTC) ଓ ମ୍ୟାନେଜକମିଟିର ଏହି ନିଷ୍ପତିରେ ଅସନ୍ତୋଷ ଜାହିର କରିଛନ୍ତି, ଶ୍ରେଷ୍ଠ ଟେନିସ ଖେଳାଳି ରୋଜର ଫେ଼ଡେରର ଓ ସେରେନା ୱିଲିୟମ୍ସ ।

ଫେଡେରର ନିଜ ଟ୍ବିଟର ଆକାଉଣ୍ଟରେ ବିପର୍ଯ୍ୟୟ ବୋଲି ଲେଖିଛନ୍ତି । ଅନ୍ୟପଟେ ସେରେନା, ୱିମ୍ବଲେଡନ ବାତିଲ ନିଷ୍ପତିରେ ଚକିତ ବୋଲି ଲେଖିଛନ୍ତି । ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ମଧ୍ୟ ଏହି ନିଷ୍ପତିରେ ନାଖୁସ ଜାହିର କରିଛନ୍ତି ।

ପୁରାତନ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲେଡନର 134ତମ ଚମ୍ପିଆନସିପ 2021 ଜୁନ 28ରୁ 11 ଜୁଲାଇ ପର୍ଯ୍ୟନ୍ତ ହେବ ବୋଲି AELTCପକ୍ଷରୁ ଘୋଷଣା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.