ETV Bharat / sports

ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇଲେ ନୋଭାକ ଜୋକୋଭିକ - ସର୍ବିଆର ନୋବାକ ଜୋକଭିକ

novaknovak
novak
author img

By

Published : Feb 2, 2020, 6:32 PM IST

Updated : Feb 2, 2020, 8:36 PM IST

18:22 February 02

ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇଲେ ନୋଭାକ ଜୋକୋଭିକ

novak
ନୋବାକ ଜୋକଭିକ କ୍ୟାରିଅର

ମେଲବର୍ଣ୍ଣ: ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିକ । ରବିବାର ଦିନ ମେଲବର୍ଣ୍ଣ କୋଟ୍‌ରେ ଅଷ୍ଟ୍ରିୟାର ଡୋମିନିକ ଥିଏମଙ୍କୁ 6-4, 4-6, 2-6, 6-3, 6-4 ସେଟ୍‌ରେ ପରାସ୍ତ କରିଛନ୍ତି ନୋଭାକ । ମେଲବର୍ଣ୍ଣ ଏରିନାରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲା 3ଘଣ୍ଟା 59ମିନିଟ୍‌ ଯାଏଁ ଚାଲିଥିଲା । 

ଜୋକୋଭିକଙ୍କ ଏହା 17ତମ ଗ୍ରାଣ୍ଡ ସ୍ଲାମ ଓ 8ତମ ଅଷ୍ଟ୍ରେଲିଆ ଓପନ ଟାଇଟଲ । ଜୋକୋଭିକ ଓ ଥାଏମଙ୍କ ମଧ୍ୟରେ 11ଥର ମୁକାବିଲା ହୋଇଛି । 7ଥର ଜୋକୋଭିକ ଜିତିଥିବାବେଳେ 4ଥର ଥିଏମ ଜିତିଛନ୍ତି । 

ଅନ୍ୟପଟେ ଥିଏମଙ୍କ ଏହା 3ୟ ଗ୍ରାଣ୍ଡ ସ୍ଲାମ, ଯେଉଁ ଥିରେ 3ୟ ଥର ପାଇଁ ଫାଇନାଲ୍‌ରେ ପରାସ୍ତ ହୋଇଛନ୍ତି ।

8ମ ଅଷ୍ଟ୍ରେଲିଆ ଓପନ ଫାଇନାଲ ଜିତିଥିବା ନୋଭାକ ଜୋକଭିକ ଏବେ 20ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ରୋଜର ଫେଡରର ଓ 19ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ରାଫେଲ ନଦାଲଙ୍କ ପାଖାପାଖି ପହଞ୍ଚି ଯାଇଛନ୍ତି । 

Intro:Body:

BREAKING

Conclusion:
Last Updated : Feb 2, 2020, 8:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.