ETV Bharat / sports

ୱିମ୍ବଲଡନରୁ ଓହରିଲେ ନାଓମି ଓସାକା

author img

By

Published : Jun 18, 2021, 5:17 PM IST

ଟେନିସର ମେଗା ଇଭେଣ୍ଟ ୱିମ୍ବଲଡନରୁ ଓହରିଲେ 4ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ତଥା ବିଶ୍ବ ନମ୍ବର 2 ଜାପାନର ନାଓମି ଓସାକା । ଅଧିକ ପଢନ୍ତୁ...

Naomi Osaka withdraws from Wimbledon
ୱିମ୍ବଲଡନରୁ ଓହରିଲେ ନାଓମି ଓସାକା

ଲଣ୍ଡନ: ଟେନିସର ମେଗା ଇଭେଣ୍ଟ ୱିମ୍ବଲଡନରୁ ଓହରିଲେ 4ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ତଥା ବିଶ୍ବ ନମ୍ବର 2 ଜାପାନର ନାଓମି ଓସାକା । ତେବେ 23 ବର୍ଷୀୟା ଓସାକା, ଜୁଲାଇ 23ରୁ ଆରମ୍ଭ ହେଉଥିବା ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ।

"ନାଓମି ଚଳିତ ବର୍ଷ ୱିମ୍ବଲଡନ୍‌ ଖେଳିବେ ନାହିଁ " ଅଲ୍‌ ଇଂଲଣ୍ଡ କ୍ଳବ ଏହା ଘୋଷଣା କରିଛି । ପରିବାର ଓ ବନ୍ଧୁଙ୍କ ସହ ସେ ସମୟ ବିତାଇବାକୁ ଚାହାନ୍ତି । "ସେ ଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ନିଜର ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ଉତ୍ସାହିତ ଅଛନ୍ତି ।"

ନାଓମି ଦୁଇଥର ଅଷ୍ଟ୍ରେଲିଆ ଓପନ ଓ ୟୁଏସ ଓପନ ଟାଇଟେଲ ବିଜେତା ରହିଛନ୍ତି । ତେବେ ନିକଟରେ ଶେଷ ହୋଇଥିବା 2021 ଫ୍ରେଞ୍ଚ ଓପନରୁ ପ୍ରଥମ ରାଉଣ୍ଡ ବିଜୟ ପରେ ଓହରିଲେ । 2018 ୟୁଏସ ଓପନ ଠାରୁ ମାନସିକ ଅବସାଦରେ ଥିଲ ବୋଲି ଜଣାଇଥିଲେ ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.