ETV Bharat / sports

ଫ୍ରେଞ୍ଚ ଓପନ: ପ୍ରି-କ୍ବାର୍ଟରରେ ମାରିଆ, କୋକୋ

author img

By

Published : Jun 6, 2021, 8:57 PM IST

ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗ୍ରୀସର ମାରିଆ ସକାରି । ଅଧିକ ପଢନ୍ତୁ...

Maria, Coco move into French Open pre-quarterfinals
ଫ୍ରେଞ୍ଚ ଓପନ: ପ୍ରି-କ୍ବାର୍ଟରରେ ମାରିଆ, କୋକୋ

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗ୍ରୀସର ମାରିଆ ସକାରି । ବେୟଜିୟମର ଏଲିସ ମାର୍ଟନସଙ୍କୁ 7-5,6-7(2),6-2 ସେଟ୍‌ରେ ହରାଇ କ୍ୟାରିୟରର ପ୍ରଥମ ଥର ପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ମାରିଆ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପ୍ରାୟ 3 ଘଣ୍ଟା ଧରି ଖେଳାଯାଇଥିଲା ।

ତେବେ ମାରିଆଙ୍କ ପାଇଁ ପରବର୍ତ୍ତୀ ରାଉଣ୍ଡରେ ବଡ ଆହ୍ବାନ ରହିଛି । ଗତବର୍ଷ ଫାଇନାଲ ଖେଳିଥିବା ଆମେରିକାର ସୋଫିଆ କେନିନଙ୍କୁ ପ୍ରି-କ୍ବାର୍ଟରଫାଇନାଲରେ ଭେଟିବେ ମାରିଆ ।

କେନିନନ ଜେସିକା ପେଗୁଲାଙ୍କୁ 4-6,6-1,6-4ରେ ହରାଇ ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି ।

ଅନ୍ୟପଟେ ୟୁଏସର କୋକୋ ଗୌଫ ମଧ୍ୟ ପ୍ରି-କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଜେନ୍ନିଫେୟର ବ୍ରାଡି ଆହତ ଅବସର ନେବାପରେ ବିଜୟୀ ହୋଇଥିଲେ କୋକୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.