ରୋମ: ଇଟାଲିୟନ ଓପନ ଟାଇଟଲ ବିଜୟୀ ହୋଇଛନ୍ତି ସିମୋନା ହେଲେପ । ଫାଇନାଲ ମ୍ୟାଚ ଅଧାରୁ କାରୋଲିନା ପ୍ଲିସକୋଭା ଓହରିବା ପରେ ସିମୋନାଙ୍କୁ ବିଜେତା ଘୋଷଣା କରାଯାଇଛି । 6-0, 2-1 ସେଟରେ ସିମୋନା ଫାଇନାଲ ମୁକାବିଲାରେ ଅଗ୍ରଣୀ ରହିଥିଲେ ।

ବର୍ଷ 2017 ଓ 2018 ଫାଇନାଲରେ ଏଲିନା ଏସଭିଟୋଲିନାଙ୍କ ଠାରୁ ପରାଜିତ ହୋଇଥିଲେ ସିମୋନା ।