ETV Bharat / sports

ଫ୍ରେଞ୍ଚ ଓପନ ଫାଇନାଲରେ ରାଫେଲ ନାଦାଲ

author img

By

Published : Oct 9, 2020, 11:02 PM IST

ଆର୍ଜେଣ୍ଟିନାର ଡିଏଗୋ ଶ୍ଚୱାର୍ଟମନଙ୍କୁ 6-3, 6-2, 7-6(0)ସେଟରେ ହରାଇଫ୍ରେଞ୍ଚ ଓପନର 2020ର ଫାଇନାଲରେ ପ୍ରବେଶ କରିଛନ୍ତି ରାଫେଲ ନାଦାଲ ।

French Open 2020: Rafael Nadal thrashes Schwartzman to reach final, inches closer to 20th Grand Slam title
ଫ୍ରେଞ୍ଚ ଓପନ ଫାଇନାଲରେ ରାଫେଲ ନାଦାଲ

ହାଇଦ୍ରାବାଦ: ବିଶ୍ବ ଟେନିସ ମାନ୍ୟତାର ଦୁଇ ନମ୍ବର ଖେଳାଳି ରାଫେଲ ନାଦାଲ, ରୋଜର ଫେଡେରରଙ୍କ 20ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ରେକର୍ଡର ନିକଟତର ହୋଇଛନ୍ତି । ଫ୍ରେଞ୍ଚ ଓପନର 2020ର ସେମିଫାଇନାଲରେ ଦମଦାର ପରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛନ୍ତି ନାଦାଲ । ପୁରୁଷ ଏକକ ସେମିଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ଡିଏଗୋ ଶ୍ଚୱାର୍ଟମନଙ୍କୁ 6-3, 6-2, 7-6(0)ସେଟରେ ହରାଇଛନ୍ତି । ଏହି ବିଜୟ ସହ 13ତମ ରୋନାଲ୍ଡ ଗାରୋସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ନାଦାଲ ।

12ଥର ଚମ୍ପିଆନ ନାଦାଲ ଦ୍ବିତୀୟ ସେମିଫାଇନାଲର ବିଜେତାଙ୍କୁ ଫାଇନାଲେ ଭେଟିବେ । ଦ୍ବିତୀୟ ସେମିଫାଇନାଲ ନୋଭାକ ଜୋକଭିକ ଓ ଷ୍ଟିଫେନ ସ୍ତିତସପାସଙ୍କ ମଧ୍ୟରେ ଖେଳାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.