ETV Bharat / sports

ଫ୍ରେଞ୍ଚ ଓପନ: ଫାଇନାଲରେ 19 ବର୍ଷୀୟା ଇଗା ସ୍ବିଆତେକ

author img

By

Published : Oct 9, 2020, 7:52 AM IST

ଚଳିତ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର 19 ବର୍ଷୀୟା ଇଗା ସ୍ବିଆତେକ ।

French Open : 19-year-old Iga Swiatek reaches maiden Grand Slam final
ଫ୍ରେଞ୍ଚ ଓପନ: ଫାଇନାଲରେ 19 ବର୍ଷୀୟା ଇଗା ସ୍ବିଆତେକ

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର 19 ବର୍ଷିୟା ଇଗା ସ୍ବିଆତେକ । ଏହା ସ୍ବିଆତେକଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ ଫାଇନାଲ । ଆର୍ଜେଣ୍ଟିନାର ନାଦିଆ ପୋଦୋରୋସ୍କାଙ୍କୁ ହରାଇଛନ୍ତି ସ୍ବିଆତେକ ।

69 ମିନିଟ ଧରି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ 6-2, 6-1 ସେଟରେ ବିଜୟୀ ହୋଇଛନ୍ତି ସ୍ବିଆତେକ । 81 ବର୍ଷରେ ପ୍ରଥମ ପୋଲିସ ମହିଳା ଭାବେ ରୋନାଲ୍ଡ ଗାରୋସ ଫାଇନାଲରେ ପହଞ୍ଚି ରେକର୍ଡ କରିଛନ୍ତି ସ୍ବିଆତେକ ।

ଫାଇନାଲ ମୁକାବିଲାରେ ଦୁଇଥରର ୱିମ୍ବଲଡନ ଚମ୍ପିଆନ ପେଟ୍ରା କଭିଟୋଭା କିମ୍ବା ଆମେରିକାର ସୋଫିଆ କେନଙ୍କୁ ଭେଟିପାରନ୍ତି ସ୍ବିଆତେକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.