ETV Bharat / sports

ବୁଧବାର ବାତିଲ ହୋଇପାରେ ୱିମ୍ବଲଡନ: ଡିର୍କ ହୋର୍ଡଫ - ଜର୍ମାନ ଟେନିସ ଫେଡେରେସନ

ଟେନିସର ଚଳିତ ସଂସ୍କରଣର ମେଗା ଇଭେଣ୍ଟ ୱିମ୍ବଲଡନ ହୋଇପାରେ ବାତିଲ । ଆସନ୍ତା ବୁଧବାର ଏନେଇ ଚୁଡାନ୍ତ ନିଷ୍ପତି ହେବା ସହ ବାତିଲ ଘୋଷଣା ହେବ । ଏମିତି କିଛି ପୂର୍ବାନୁମାନ କରିଛନ୍ତି ଜର୍ମାନ ଟେନିସ ଫେଡେରେସନର ଉପ-ସଭାପତି ଡିର୍କ ହୋର୍ଡଫ ।

Wimbledon To Be Cancelled
ବୁଧବାର ବାତିଲ ହୋଇପାରେ ୱିମ୍ବଲଡନ: ଡିର୍କ ହୋର୍ଡଫ
author img

By

Published : Mar 31, 2020, 9:28 AM IST

ହାଇଦ୍ରାବାଦ: କୋରୋନା ଭାଇରସ ଯୋଗୁଁ ବାତିଲ ହୋଇପାରେ ଆଉ ଏକ ସମ୍ମାନଜନକ ଟୁର୍ଣ୍ଣାମେଣ୍ଚ । ଟେନିସର ଚଳିତ ସଂସ୍କରଣର ମେଗା ଇଭେଣ୍ଟ ୱିମ୍ବଲଡନ ହୋଇପାରେ ବାତିଲ । ଆସନ୍ତା ବୁଧବାର ଏନେଇ ଚୁଡାନ୍ତ ନିଷ୍ପତି ହେବା ସହ ବାତିଲ ଘୋଷଣା ହେବ ।

ଏମିତି କିଛି ପୂର୍ବାନୁମାନ କରିଛନ୍ତି ଜର୍ମାନ ଟେନିସ ଫେଡେରେସନର ଉପ-ସଭାପତି ଡିର୍କ ହୋର୍ଡଫ । ଏହା ଗୁଜବ ନୁହେଁ, ଅଳ୍ପଦିନ ମଧ୍ୟରେ ୱିମ୍ବଲଡନ ବାତିଲ ଘୋଷଣା ହେବାକୁ ଯାଉଥିବା ଦୃଢୋକ୍ତି କରିଛନ୍ତି ହୋ଼ଡର୍ଫ ।

ୱିମ୍ବଲଡନ ଚଳିତ ବର୍ଷ ଜୁନ 29 ରୁ ଜୁଲାଇ 12 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.