ETV Bharat / sports

ପ୍ୟାରିସ ମାଷ୍ଟର୍ସ ଡବଲ୍ସରୁ ବୋପନ୍ନା ଆଉଟ

author img

By

Published : Nov 2, 2019, 2:03 PM IST

ଭାରତର ରୋହନ ବୋପନ୍ନା ଓ ତାଙ୍କ ସାଥୀ ଖେଳାଳି କାନାଡାର ଡେନିସ ଶାପୋଭାଲାଭ ପ୍ୟାରିସ ମାଷ୍ଟର୍ସରୁ ବିଦାୟ ନେଇଛନ୍ତି ।

tennis

ପ୍ୟାରିସ: ଭାରତୀୟ ଟପ୍‌ ଡବଲ୍ସ ଟେନିସ୍‌ ଖେଳାଳି ରୋହନ ବୋପନ୍ନା ଚଳିତ ପ୍ୟାରିସ ମାଷ୍ଟର୍ସ ପୁରୁଷ ଡବଲ୍ସରୁ ବିଦାୟ ନେଇଛନ୍ତି । ପୁରୁଷ ଯୁଗଳ ବର୍ଗର କ୍ବାଟରଫାଇନାଲରେ ବୋପାନ୍ନା ଯୋଡିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । କ୍ବାଟରଫାଇନାଲରେ ରୁଷିଆ ଖେଳାଳି କେରନ ଖାଚାନୋଭ ଓ ଆନ୍ଦ୍ରେ ଋବଲୋଭ ଯୋଡି ବୋପାନ୍ନା ଯୋଡିଙ୍କୁ ପରାସ୍ତ କରିଛି ।

ରୁଷିଆ ଯୋଡି ଏହି ମୁକାବିଲାକୁ 7-5,6-7,10-8 ସେଟ୍‌ରେ ନିଜ ନାଁରେ କରିଛି । ଏଟିପି ମାଷ୍ଟର୍ସ 1000 ଟୁର୍ଣ୍ଣାମେଣ୍ଟର ଏହି ମୁକାବିଲା 80ମିନିଟ୍‌ ଯାଏଁ ଚାଲିଥିଲା ।

କେନ୍ଦ୍ର ମନ୍ତ୍ରୀଙ୍କ ପୋଲିସ ଉପରେ ରାଗ । ଅନୁଗୋଳ ରେ ବିଜୟ ସଂକଳ୍ପ ସମାବେଶରେ ପୋଲିସ କୁ ପୁଣି ବ୍ୟଙ୍ଗାତ୍ମକ କରି ବର୍ଷି ଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରଗଡ଼ ଠାରେ ବିଜେପିର ବିଜୟା ସଂକଲ୍ପ ସଭା ରେ ପୋଲିସ କୁ ଟାର୍ଗେଟ କରିବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ।  ମୋଦି ଓଡ଼ିଶାର ବିକାଶ ପାଇଁ ଟଙ୍କା ଦେଉଥିଲେ ମଧ୍ୟ ନବୀନ ନିଜେ କରୁଛି ବୋଲି କହି ଲୋକଙ୍କୁ ମିଛ କହୁଛନ୍ତି। ତେଣୁ ନବୀନ କେବଳ ପୋଷ୍ଟ ପିଅନ ବୋଲି ଆକ୍ଷେପ କରିଥିଲେ ଧର୍ମେନ୍ଦ୍ର। ପାଇଖାନା ଠାରୁ ଆରମ୍ଭ କରି ମହିଳାଙ୍କୁ ଋଣ, କୃଷକଙ୍କୁ ସହାୟତା ସବୁ କିଛି ମୋଦି ଦେଉଛନ୍ତି। ଅୟୁସମାନ ଯୋଜନାରେ ଓଡିଶାର କୋଟି କୋଟି ଲୋକ ଉପକାର ପଇ ଥାନ୍ତେ। କିନ୍ତୁ ନବୀନ ଭୟରେ ତାହା ରାଜ୍ୟରେ କାର୍ଯ୍ୟକାରୀ କଲେ ନାହିଁ। କାଳିଆ ଯୋଜନା କରି କେବଳ ବିଜେଡି କର୍ମୀଙ୍କୁ ଦେଉଛନ୍ତି। ସାଧାରଣ ଲୋକେ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜକୋଷ ରେ ଟଙ୍କାଟିଏ ନାହିଁ। କିନ୍ତୁ ନବୀନ ଯୋଜନା ପରେ ଯୋଜନା କରୁଛନ୍ତି। ଓଡିଶା ଲୋକଙ୍କ ନବୀନ ଭୁଆ ବୁଲାଉ ଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଡବଲ ଇଞ୍ଜିନ ସରକାର ଚାଲିବ ଏବଂ ଉନ୍ନତି ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ।
ବାଇଟ 1-ଧର୍ମେନ୍ଦ୍ର ପ୍ରଧାନ(କେନ୍ଦ୍ରମନ୍ତ୍ରୀ)
Visual on mojo 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.