ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓପନ କ୍ବାର୍ଟର ଫାଇନାଲରେ ATP ନଂ1 ଖେଳାଳି ରାଫେଲ ନାଦାଲ । 4ର୍ଥ ରାଉଣ୍ଡରେ ନିକ କେରଗିସଙ୍କୁ 6-3, 3-6, 7-6(6), 7-6(4) ସେଟରେ ହରାଇଛନ୍ତି ନାଦାଲ ।
ସେମିଫାଇନାଲ ଟିକେଟ ଲଢେଇରେ ଡୋମିନିକ ଥିମଙ୍କୁ ଭେଟିବେ ନାଦାଲ । ଡୋମିନିକ ଥିମ ବିଶ୍ବ ମାନ୍ୟତାର 5 ନଂ ସ୍ଥାନରେ ରହିଛନ୍ତି ।