ETV Bharat / sports

ଅଷ୍ଟ୍ରେଲିଆ ଓପନ: ରୋଜର ଫେଡେରର ପରାସ୍ତ, ଫାଇନାଲରେ ଜୋକୋଭିକ

ରୋଜର ଫେଡରରଙ୍କୁ 7-6(7/1), 6-4, 6-3 ସେଟରେ ହରାଇ, ଅଷ୍ଟ୍ରେଲିଆ ଓପନ ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ନୋଭାକ ଜୋକୋଭିକ ।

author img

By

Published : Jan 30, 2020, 6:53 PM IST

Australian Open
ଅଷ୍ଟ୍ରେଲିଆ ଓପନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓପନ ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ନୋଭାକ ଜୋକୋଭିକ । ସେମିଫାଇନାଲ ଲଢେଇରେ 20 ଥର ଗ୍ରାଣ୍ଡ ସ୍ଳାମ ବିଜେତା ରୋଜର ଫେଡରରଙ୍କୁ 7-6(7/1), 6-4, 6-3 ସେଟରେ ହରାଇଛନ୍ତି ଜୋକୋଭିକ ।

ଭିଡିଓ ସୌଜନ୍ୟ: twitter@AustralianOpen

ଫାଇନାଲରେ ପୂର୍ବତନ ବିଶ୍ବ ନଂ 1 ଅଷ୍ଟ୍ରିଆ ଖେଳାଳି ଡୋମିନିକ ଥିମ କିମ୍ବା ଜର୍ମାନୀର ଆଲେକଜାଣ୍ଡର ଜର୍ଭଙ୍କ ସହ ମୁହାଁମୁହିଁ ହେବେ ଜୋକୋଭିକ ।

2008 ପରେ 3ଟି ସେମିଫାଇନାଲ ଭଳି ବଡ ମୁକାବିଲାରେ ରୋଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି ଜୋକୋଭିକ । 2008 ମେଲବୋର୍ଣ୍ଣ ପାର୍କ, 2011 ଓ 2016ରେ ବାଜି ମାରିଛନ୍ତି ଜୋକଭିକ । ଡିଫେଣ୍ଡିଂ ଚମ୍ପିଆନ ଜୋକୋଭିକ ର ଏହା 26 ତମ ଗ୍ରାଣ୍ଡସ୍ଳାମ ଫାଇନାଲ ।

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.