ETV Bharat / sports

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ ଜୋକୋଭିକ-ମେଡଭେଡବ ମହାମୁକାବିଲା

ସେମିରେ 6-4, 6-2 ସେଟ୍‌ରେ ଷ୍ଟିଫନସ ସିତସିପାସଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି ଋଷିଆର ମେଡଭେଡବ । ଅଧିକ ପଢନ୍ତୁ...

Australian Open: Medvedev beats Tsitsipas to meet Djokovic in final
ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ ଜୋକଭିଚ-ମେଡଭେଡବ ମହାମୁକାବିଲା
author img

By

Published : Feb 19, 2021, 5:42 PM IST

Updated : Feb 19, 2021, 6:08 PM IST

ମେଲବର୍ଣ୍ଣ: କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି ଟେନିସ ସୁପରଷ୍ଟାର ଡାନିଲ ମେଡଭେଡବ । ସେମିରେ 6-4, 6-2 ସେଟ୍‌ରେ ଷ୍ଟିଫନସ ସିତସିପାସଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି ଋଷିଆର ମେଡଭେଡବ ।

ଏଥିସହ ମେଡଭେଡବଙ୍କ କ୍ରମାଗତ 20ତମ ବିଜୟ ଓ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କ ବିପକ୍ଷରେ ଏହା 12ତମ ବିଜୟ ।

ଫଳରେ ରବିବାର ଖେଳାଯିବାକୁ ମେଗା ଫାଇନାଲ ମ୍ୟାଚରେ ବିଶ୍ବର ନଂ4 ଟେନିସ ଖେଳାଳି ନୋବାକ ଜୋକଭିଚଙ୍କୁ ଭେଟିବେ ।

2019 ସଂସ୍କରଣର ଅଷ୍ଟ୍ରେଲିଆନ ଓପନରେ ପରାସ୍ତ ହୋଇଥିଲେ ମେଡଭେଡବ । ତେବେ ପୁନର୍ବାର 2005 ଠାରୁ ଋଷିଆର ପ୍ରଥମ ପୁରୁଷ ଖେଳାଳି ଭାବେ ପ୍ରମୁଖ ଇଭେଣ୍ଟର ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2021, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.