ETV Bharat / sports

T-20 World Cup: ସାମସିଙ୍କ ଘାତକ ବୋଲି, ଶ୍ରୀଲଙ୍କା ୧୪୨ରେ ଅଲଆଉଟ୍‌

author img

By

Published : Oct 30, 2021, 6:14 PM IST

ଦକ୍ଷିଣ ଆଫ୍ରିକା ବୋଲର୍‌ଙ୍କ କମାଲ, ୧୪୨ ରନ୍‌ରେ ଅଲଆଉଟ୍‌ ହୋଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ...

T20 World Cup: Shamsi stars as SA bowl out Sri Lanka for 142 despite Nissanka's 72
T20 World Cup: ସାମସିଙ୍କ ଘାତକ ବୋଲି, ଶ୍ରୀଲଙ୍କା ୧୪୨ରେ ଅଲଆଉଟ୍‌

ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ବୋଲର୍‌ଙ୍କ କମାଲ ପରେ ୧୪୨ ରନ୍‌ରେ ଅଲଆଉଟ୍‌ ହୋଇଛି ଶ୍ରୀଲଙ୍କା ।

ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ସ୍ପିନର ତାବ୍ରିଜ ସାମସି ଘାତକ ବୋଲିଂ ସହ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.