ETV Bharat / sports

ଭାରତୀୟ ତୀରନ୍ଦାଜୀ ସଂଘ ଉପରୁ ହଟିଲା ନିଲମ୍ବନ - ଟୋକିଓ ଅଲମ୍ପିକ

ଭାରତୀୟ ତୀରନ୍ଦାଜୀ ସଂଘ ନିର୍ବାଚନର ଏକ ସପ୍ତାହ ମଧ୍ୟରେ ଏହା ଉପରେ ଲାଗିଥିବା ନିଲମ୍ବନକୁ ସର୍ତ୍ତମୂଳକ ଭାବେ ହଟାଇ ଦେଇଛି ୱାର୍ଲ୍ଡ ଆର୍ଚରୀ । ଅଧିକ ପଢ଼ନ୍ତୁ...

World Archery, suspension on India with conditions, ଭାରତୀୟ ତୀରନ୍ଦାଜୀ ସଂଘ, ଟୋକିଓ ଅଲମ୍ପିକ, ୱାର୍ଲଡ ଆର୍ଚରୀ
ଭାରତୀୟ ତୀରନ୍ଦାଜୀ ସଂଘ ଉପରୁ ହଟିଲା ନିଲମ୍ବନ
author img

By

Published : Jan 23, 2020, 11:24 PM IST

କୋଲକାତା: ଭାରତୀୟ ତୀରନ୍ଦାଜଙ୍କ ପାଇଁ ପରିଷ୍କାର ହେଲା ଟୋକିଓ ଅଲମ୍ପିକର ବାଟ । ତୀରନ୍ଦାଜୀର ବିଶ୍ବସ୍ତରୀୟ ସଂସ୍ଥା ‘ୱାର୍ଲ୍ଡ ଆର୍ଚରୀ’ ଭାରତୀୟ ତୀରନ୍ଦାଜୀ ସଂଘ ନିର୍ବାଚନର ଏକ ସପ୍ତାହ ମଧ୍ୟରେ ଏହା ଉପରେ ଲାଗିଥିବା ନିଲମ୍ବନକୁ ସର୍ତ୍ତମୂଳକ ଭାବେ ହଟାଇ ଦେଇଛି । ପ୍ରତିବନ୍ଧ ହଟାଇବା ସହ ୱାର୍ଲ୍ଡ ଆର୍ଚରୀ ଭାରତୀୟ ମ୍ୟାନେଜମେଣ୍ଟକୁ ନିର୍ଦ୍ଦେଶ ଦେଇଛି ଯେ ଖେଳାଳିଙ୍କ ସଦସ୍ୟତା ନେଇ ନିଜ ସଂହିତାରେ ପରିବର୍ତ୍ତନ କରୁ । ପରିଚାଳନା ସହ ଜଡିତ ମାମାଲା ଗୁଡିକର ସମାଧାନ କରି ରଣନୀତି ପ୍ରସ୍ତୁତ କରୁ ।

World Archery, suspension on India with conditions, ଭାରତୀୟ ତୀରନ୍ଦାଜୀ ସଂଘ, ଟୋକିଓ ଅଲମ୍ପିକ, ୱାର୍ଲଡ ଆର୍ଚରୀ
ଭାରତୀୟ ତୀରନ୍ଦାଜୀ ସଂଘ ଉପରୁ ହଟିଲା ନିଲମ୍ବନ

ଏହା ସହ ଏଏଆଇକୁ ବିଭିନ୍ନ ବିଷୟରେ ସବିଶେଷ ତଥ୍ୟ ସହ ରିପୋର୍ଟ ଦେବାକୁ କୁହାଯାଇଛି । 23 ଜାନୁଆରୀ 2020 ଠାରୁ ଭାରତୀୟ ତୀରନ୍ଦାଜ ବିଶ୍ବ ତୀରନ୍ଦାଜୀ ପ୍ରତିଯୋଗିତା ଗୁଡିକରେ ଭାଗ ନେଇ ପାରିବେ ।

World Archery, suspension on India with conditions, ଭାରତୀୟ ତୀରନ୍ଦାଜୀ ସଂଘ, ଟୋକିଓ ଅଲମ୍ପିକ, ୱାର୍ଲଡ ଆର୍ଚରୀ
ଭାରତୀୟ ତୀରନ୍ଦାଜୀ ସଂଘ ଉପରୁ ହଟିଲା ନିଲମ୍ବନ

ଗତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ତୀରନ୍ଦାଜଙ୍କ ଉପରେ ଲଗାଯାଇଥିଲା ନିଲମ୍ବନ । ନିଲମ୍ବନ କାରଣରୁ ଖେଳାଳିଙ୍କ ଅଲମ୍ପିକ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଗୁରୁବାର ନିଲମ୍ବନ ହଟିବା ପରେ ଆଶ୍ବସ୍ତ ହୋଇଛନ୍ତି ଖେଳାଳି । ବର୍ତ୍ତମାନ ସେମାନେ ତିରଙ୍ଗାର ପ୍ରତିନିଧିତ୍ବ କରି ପାରିବେ ।

World Archery, suspension on India with conditions, ଭାରତୀୟ ତୀରନ୍ଦାଜୀ ସଂଘ, ଟୋକିଓ ଅଲମ୍ପିକ, ୱାର୍ଲଡ ଆର୍ଚରୀ
ଭାରତୀୟ ତୀରନ୍ଦାଜୀ ସଂଘ ଉପରୁ ହଟିଲା ନିଲମ୍ବନ

ଭାରତ ତିନି ସପ୍ତାହ ମଧ୍ୟରେ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଲାସ ଭେଗାସ ଠାରେ ଇଣ୍ଡୋର ୱାର୍ଲ୍ଡ ସିରିଜରେ ଖେଳିବ । ଟୋକିଓ ଅଲମ୍ପିକ ପାଇଁ ଭାରତ ବର୍ତ୍ତମାନ ତିନୋଟି ପୁରୁଷ ଓ ଗୋଟିଏ ମହିଳା କୋଟା ହାସଲ କରିଛି ।

ବିଶ୍ବ ତୀରନ୍ଦାଜୀର ମହା ସଚିବ ଟମ ଡାଇଲନ କହିଛନ୍ତି, ‘ଆମେ ଆଶା କରୁଛୁ ଭାରତରେ ତୀରନ୍ଦାଜୀ ସଂଘର ସୁପରିଚାଳନା ହେବ । ଭାରତୀୟ ଖେଳାଳି ଏବେ 6ମାସ ବାକି ଥିବା ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତ ହୋଇ ପାରିବେ ।’

ସୂଚନା ଯୋଗ୍ୟ ଯେ ଦୁଇଟି ସମାନ୍ତରାଳ ନିର୍ବାଚନ କରି ବିଶ୍ବ ତୀରନ୍ଦାଜୀର ନିର୍ଦ୍ଦେଶନାମା ଉଲ୍ଲଙ୍ଘନ କରିଥିବାରୁ ଭାରତୀୟ ତୀରନ୍ଦାଜୀ ସଂଘକୁ ନିଲମ୍ବିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ZCZC
PRI GEN NAT SPO
.KOLKATA SPD8
SPO-LD ARCHERY
World Archery lifts suspension on India with conditions
(Eds: Updating with full World Archery statement and background)
          Kolkata, Jan 23 (PTI) In a big boost to Indian archers' preparations for the Tokyo Olympics, the world body on Thursday conditionally lifted the suspension on India but with immediate effect, less than a week after the embattled national federation held its elections.
          While lifting the ban, World Archery instructed the Archery Association of India to make changes in its constitution regarding athlete membership, resolve governance issues and develop a strategic plan. It also asked AAI to furnish a quarterly progress report on these issues.
          "World Archery has conditionally lifted the suspension of the Archery Association of India following elections in New Delhi on 18 January. The decision was made by executive board postal vote," the WA said in a statement.
          Union Minister Arjun Munda was elected as AAI president here on Saturday in the polls held on the orders of the Delhi High Court. World Archery and Indian Olympics Association had sent their observers for the elections.
          "Indian archers are allowed to compete in World Archery events as of Thursday 23 January 2020. The federation has been instructed to update its constitution to clarify athlete membership, develop a strategic plan and resolve other governance issues. A progress report is required every three months," it added.
          The faction ridden Archery Association of India had been suspended since August 5, with the Indian athletes only allowed to compete under a neutral flag at events that directly affected their qualification chances for the Olympics.
          But after Thursday's lifting of the ban, the Indian archers are now free to compete under the Indian flag. The next international tournament is Indoor World Series in Las Vegas in three weeks' time.
          India currently has three men's and one women's quota place at 2020 Tokyo Olympics.
          World Archery secretary general Tom Dielen said: "We hope this is the start of a well-governed association in India and will help, where necessary, to develop the strategy that will accomplish this.
          "Indian athletes can now focus on getting ready for the Olympic Games in Tokyo, which is now just six months away."
          With support of former AAI president Vijay Kumar Malhotra, who claims to have a majority in the national archery administration, Munda had a smooth sailing as he defeated his rival BVP Rao by 34-18 votes in Saturday's elections.
          World Archery had suspended the AAI on August 5 for defying its guidelines by electing two parallel bodies. The two factions of the AAI had held separate elections simultaneously in New Delhi and Chandigarh on June 9 last year to elect two presidents -- Munda and Rao.
          That led to the suspension of the AAI, which meant that the Indian archers failed to compete at the South Asian Games in Nepal in December last year and were allowed at the Asian Championships in Bangkok as 'neutral athletes' only because the event was a continental Olympic qualifier. PTI TAP PDS
PDS
PDS
01231637
NNNN
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.