ETV Bharat / sports

Deaflympics 2021: ଚାମ୍ପିୟନ୍ସଙ୍କୁ ଭେଟିଲେ PM ମୋଦି, କହିଲେ ସାକ୍ଷାତ ସଦା ସ୍ମରଣୀୟ - ଭାରତୀୟ ବଧିର ଅଲମ୍ପିକ୍ସ

ହାସିକ ପ୍ରଦର୍ଶନ ସହ ସ୍ବଦେଶ ଫେରିଥିବା ଭାରତୀୟ ବଧିର ଅଲମ୍ପିକ୍ସ(Deaflympics) ଟିମର ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Deaflympics 2021: ଚାମ୍ପିଅନ୍ସଙ୍କ ସହ ସାକ୍ଷାତକୁ କେବେ ଭୁଲିପାରେନା କହିଲେ ମୋଦି

author img

By

Published : May 21, 2022, 5:27 PM IST

ନୂଆଦିଲ୍ଲୀ: ଐତିହାସିକ ପ୍ରଦର୍ଶନ ସହ ସ୍ବଦେଶ ଫେରିଥିବା ଭାରତୀୟ ବଧିର ଅଲମ୍ପିକ୍ସ(Deaflympics) ଟିମର ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ବ୍ରାଜିଲରେ ଅନୁଷ୍ଠିତ ମେଗା ସ୍ପୋର୍ଟ୍ସ ଇଭେଣ୍ଟ ବଧିର ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ୧୭ଟି ମେଡାଲ୍ ସହ ପୂର୍ବର ରେକର୍ଡ ଭାଙ୍ଗିଛନ୍ତି ।

  • I will never forget the interaction with our champions who have brought pride and glory for India at the Deaflympics. The athletes shared their experiences and I could see the passion and determination in them. My best wishes to all of them. pic.twitter.com/k4dJvxj7d5

    — Narendra Modi (@narendramodi) May 21, 2022 " class="align-text-top noRightClick twitterSection" data=" ">

ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଟିମକୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି(ଶନିବାର) ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦେଶପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତିଯୋଗୀଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ''ଏହା ମୋ ପାଇଁଏକ ସ୍ମରଣୀୟ ଅନୁଭୁତି । ବଧିର ଅଲିମ୍ପିକ୍ସରେ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ଆମର ଚାମ୍ପିୟନ୍ସଙ୍କ ସହ ଏହି ବାର୍ତ୍ତାଳପ ସଦା ସ୍ମରଣୀୟ ହୋଇ ରହିବ । କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଅନୁଭୁତି ଓ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ମୁଁ ସେମାନଙ୍କ ମଧ୍ୟରେ ଉତ୍ସାହ ଏବଂ ନିଷ୍ଠା ଦେଖିପାରିଲି ।'' ସମସ୍ତଙ୍କୁ ମୋର ଶୁଭେଚ୍ଛା । ଆମର ଚାମ୍ପିୟନଙ୍କ ପାଇଁ ବଧିର ଅଲମ୍ପିକ୍ସ ଭାରତ ପାଇଁ ସର୍ବୋତ୍ତମ ହୋଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.