ETV Bharat / sports

2ୟ ମେରୀକମ ହେବେ ନିଖାତ ଜରିନ !

author img

By

Published : Dec 18, 2019, 2:46 AM IST

ବକ୍ସର ନିଖାତ ଜରିନ ଷ୍ଟାର ବକ୍ସର ମେରୀ କମ୍‌ଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ପରବର୍ତ୍ତୀ ମେରୀ କମ ହେବାପାଇଁ ପ୍ରସ୍ତୁତି ଚଲାଇଥିବା କହିଛନ୍ତି ଜରିନ । ଆଗକୁ ପଢନ୍ତୁ...

ନିଖାତ ଜରିନ
ନିଖାତ ଜରିନ

କୋଲକାତା: ବକ୍ସର ନିଖାତ ଜରିନ ଷ୍ଟାର ବକ୍ସର ମେରୀ କମ୍‌ଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ପରବର୍ତ୍ତୀ ମେରୀ କମ ହେବାପାଇଁ ପ୍ରସ୍ତୁତି ଚଲାଇଥିବା କହିଛନ୍ତି ଜରିନ । ଜରିନ ଚଳିତ ମାସ 27ରେ 2020 ଟୋକିଓ ଅଲମ୍ପିକ କ୍ବାଲିଫାୟର ପାଇଁ ଟ୍ରାଏଲ ଦେବେ । ତେବେ ଟ୍ରାଏଲରେ ମେରୀକମଙ୍କ ବିପକ୍ଷରେ ଲଢିବାକୁ ଇଚ୍ଛା କରିଛନ୍ତି ଜରିନ ।

Nikhat Zareen fight Mary Kom
ନିଖାତ ଜରିନ

ଜରିନ ଓ ମେରୀ କମ ଉଭୟ ସମାନ ବର୍ଗର ବକ୍ସର । ପୂର୍ବରୁ 51 କିଲୋଗ୍ରାମ ବର୍ଗରେ ଚାଇନାରେ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ମେରୀ କମ । ପଞ୍ଜାବ ପାନ୍ଥରର୍ସ ଫ୍ରାଞ୍ଚାଇଜର କ୍ୟାପଟେନ ମେରୀକମ ଥିବାବେଳେ, ନିଖାତ ଜରିନ ନର୍ଥ ଇଷ୍ଟ ରୋହିନସର କ୍ୟାପଟେନ ରହିଛନ୍ତି ।

Nikhat Zareen fight Mary Kom
ମେରୀ କମ୍‌

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.