ETV Bharat / sports

Tokyo Paralympics, ଏଆର ଷ୍ଟାଣ୍ଡିଂ ଏସଏଚ୧ ଫାଇନାଲରେ ଅବନୀ - Air Rifle standing SH1 final

ଆଜି(ସୋମବାର) ପାରାଲିମ୍ପିକ୍ସରେ ସୁଟିଂରେ ମହିଳା ୧୦ମିଟର ଏଆର ଷ୍ଟାଣ୍ଡିଂ ଏସଏଚ ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଅବନୀ । ଅଧିକ ପଢନ୍ତୁ...

ଏଆର ଷ୍ଟାଣ୍ଡିଂ ଏସଏଚ୧ ଫାଇନାଲରେ ଅବନୀ
ଏଆର ଷ୍ଟାଣ୍ଡିଂ ଏସଏଚ୧ ଫାଇନାଲରେ ଅବନୀ
author img

By

Published : Aug 30, 2021, 8:10 AM IST

ଟୋକିଓ: ଆଜି(ସୋମବାର) ପାରାଲିମ୍ପିକ୍ସରେ ସୁଟିଂରେ ମହିଳା ୧୦ମିଟର ଏଆର ଷ୍ଟାଣ୍ଡିଂ ଏସଏଚ ୧ ଯୋଗ୍ୟତା ରାଉଣ୍ଡ ଥିଲା । ଭାରତରୁ ଅବନୀ ଲେଖାରା ପ୍ରତିନ୍ଦ୍ବନ୍ଦୀତ୍ବ କରିଥିଲେ । ୧୦ମିଟର ଏଆର ଷ୍ଟାଣ୍ଡିଂ ଏସଏଚ ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଅବନୀ ।

ସମୁଦାୟ ୬୨୧.୭ ସ୍କୋର କରି ସୁଟର ଅବନୀ ସପ୍ତମ ସ୍ଥାନରେ ରହି କ୍ବାଲିଫିକେସନ ରାଉଣ୍ଡ ଶେଷ କରିଛନ୍ତି । ସେ ତୃତୀୟ ଏବଂ ଚତୁର୍ଥ ରାଉଣ୍ଡରେ ଯଥାକ୍ରମେ ୧୦୪.୯,୧୦୪.୮ର ଭଲ ସ୍କୋର କରିଛନ୍ତି । ଫାଇନାଲକୁ ଯିବା ପାଇଁ ଅବନୀ ଏକ ଭଲ ଆରମ୍ଭ କରିଥିଲେ । ଭାରତୀୟ ସୁଟର ବର୍ତ୍ତମାନ ଶୋପିସ୍ ଇଭେଣ୍ଟର ଫାଇନାଲରେ ଲକ୍ କରିବେ |

ପ୍ରକାଶ ଥାଉ କି, ରବିବାର ଭାରତର ତିନି ପାରାଖେଳାଳି ପଦକ ହାସଲ କରିଛନ୍ତି । ପାରା ଟେବୁଲ୍ ଟେନିସ୍ ଖେଳାଳି ଭବିନା ରୌପ୍ୟ ପଦକ ଜିତିଛନ୍ତି । ଏହା ସହିତ ପୁରୁଷ ହାଇଜମ୍ପର ନିଷାଦ କୁମାର ରୌପ୍ୟ ଓ ବିନୋଦ କୁମାର ଡିସକସ ଥ୍ରୋରେ ବ୍ରୋଞ୍ଚ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.