ETV Bharat / sports

ବିନା ଭାକସିନରେ ଅଲମ୍ପିକ ଆୟୋଜନ ବିପଦପୂର୍ଣ୍ଣ: ଜାପାନ ମେଡିକାଲ ଆସୋସିଏସନ - Japan Medical Association chief

କୋରୋନା ଭାଇରସର ନିର୍ଦ୍ଦିଷ୍ଟ ଭାକସିନ୍ ଉପଲବ୍ଧ ନହେଲେ, 2021ରେ ଟୋକିଓ ଅଲମ୍ପିକ୍ସ ଆୟୋଜନ ସମ୍ଭବ ନୁହେଁ । ଜାପାନ ମେଡିକାଲ ଆସୋସିଏସନ ପକ୍ଷରୁ ଏହା କୁହାଯାଇଛି ।

Tokyo Olympics next year difficult without COVID-19 vaccine, says Japan Medical Association chief
Aswin's yorkshire contract cancelled due to coronavirus-included lockdown
author img

By

Published : Apr 28, 2020, 11:37 AM IST

ଟୋକିଓ: କୋରୋନା ଭାଇରସର ନିର୍ଦ୍ଦିଷ୍ଟ ଭାକସିନ୍ ଉପଲବ୍ଧ ନହେଲେ, 2021ରେ ଟୋକିଓ ଅଲମ୍ପିକ୍ସ ଆୟୋଜନ ସମ୍ଭବ ନୁହେଁ । ଜାପାନ ମେଡିକାଲ ଆସୋସିଏସନ ପକ୍ଷରୁ ଏହା କୁହାଯାଇଛି ।

ଜାପାନ ମେଡିକାଲ ଆସୋସିଏସନ(ଜେଏମଏ) ସଭାପତି ୟସଟିକେ ୟୁକୋକୁରା କହିଛନ୍ତି, " ଜାପାନ ଅଲମ୍ପିକ ଆୟୋଜନ କରିବା ଉଚିତ କିମ୍ବା ନୁହେଁ କହୁନାହିଁ, ମାତ୍ର ବିନା ଭାକସିନରେ ଅଲମ୍ପିକ ଆୟୋଜନ କଷ୍ଟକର ।

ୟୁକୋକୁରା ଜାପାନରେ କୋରୋନା ମୁକାବିଲାକୁ ନେଇ ମଧ୍ ସକରାତ୍ମକ ମତ ରଖିଛନ୍ତି । ସଂକ୍ରମଣ ହାରକୁ କମ କରିବାରେ ଅନେକାଂଶରେ ଜାପାନ ସଫଳ ହୋଇଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.