ETV Bharat / sports

ପ୍ରଥମ ଭାରତୀୟ ଭାବେ ବିଶ୍ବନାଥନ ଜିତିଥିଲେ ବିଶ୍ବ ଚେସ ଚମ୍ପିଆନସିପ - ବିଶ୍ବନାଥନ ଆନନ୍ଦ

ଆଜିକୁ ଠିକ୍ 20 ବର୍ଷ ପୂର୍ବେ ବିଶ୍ବନାଥନ ଆନନ୍ଦ FIDE ବିଶ୍ବ ଚେସ ଚମ୍ପିଆନସିପ 2000 ପ୍ରଥମ ଥର ପାଇଁ ଜିତି ଇତିହାସ ରଚିଥିଲେ । ଅଧିକ ପଢନ୍ତୁ...

This Day That Year: Viswanathan Anand became first Indian to win FIDE World Chess Championship
ପ୍ରଥମ ଭାରତୀୟ ଭାବେ ବିଶ୍ବନାଥନ ଜିତିଥିଲେ ବିଶ୍ବ ଚେସ ଚମ୍ପିଆନସିପ
author img

By

Published : Dec 24, 2020, 10:52 PM IST

ହାଇଦ୍ରାବାଦ: ଆଜିକୁ ଠିକ୍ 20 ବର୍ଷ ପୂର୍ବେ ବିଶ୍ବନାଥନ ଆନନ୍ଦ FIDE ବିଶ୍ବ ଚେସ ଚମ୍ପିଆନସିପ 2000 ପ୍ରଥମ ଥର ପାଇଁ ଜିତି ଇତିହାସ ରଚିଥିଲେ । ସ୍ପେନର ଆଲେକ୍ସି ସିରଭଙ୍କୁ ଫାଇନାଲରେ ହରାଇ ଏହି ସଫଳତା ହାସଲ କରିଥିଲେ ବିଶ୍ବନାଥନ । ଏଥିସହ ପ୍ରଥମ ଭାରତୀୟ ଭାବେ ଏହି ଟାଇଟେଲ ହାତେଇବାର ଗୌରବ ଅର୍ଜନ କରିଥିଲେ ।

FIDE ବିଶ୍ବ ଚେସ୍ ଚମ୍ପିଆନସିପ 2000 ନୂଆଦିଲ୍ଲୀ ଓ ତେହରାନରେ ଆୟୋଜିତ ହୋଇଥିଲା । ଡିସେମ୍ବର 20ରୁ 24 ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା ।

  • Today ....20 years ago . Any guesses?

    — Viswanathan Anand (@vishy64theking) December 24, 2020 " class="align-text-top noRightClick twitterSection" data=" ">

ଏହି ବିଜୟ ଦିନର ସ୍ମୃତିକୁ ମନେଇପକାଇ ବିଶ୍ବନାଥନ ଟ୍ବିଟରେ ପ୍ରଶଂସକଙ୍କୁ ଆଜି ଦିନର ବିଶେଷତ୍ବ ସ୍ମରଣ କରିବାକୁ ଅପିଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.