ପଟିଆଲା: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ଷ୍ଟାର ସଟପୁଟ ଥ୍ରୋ ଖେଳାଳି ତାଜିନ୍ଦର ସିଂହ । ସୋମବାରଠୁ ପଟିଆଲାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ 4ରେ 21.49 ମିଟର ଫିଙ୍ଗି ପୁରୁଷ ସଟପୁଟ ଇଭେଣ୍ଟ ପାଇଁ ଟୋକିଓ ଟିକେଟ ହାତେଇଛନ୍ତି ତାଜିନ୍ଦର । ଯୋଗ୍ୟତା ଅର୍ଜନ କରିବାକୁ 21.10 ମିଟର ଆବଶ୍ୟକ କରୁଥିଲେ ।
-
Update: @Tajinder_Singh3 who had qualified for #Tokyo2020 in men’s shot put, has also created a Asian record with his throw of 21.49m at the Indian Grand Prix 4. The previous record was 21.13m set in 2009.#Cheer4India pic.twitter.com/Zi8kUljs3q
— SAIMedia (@Media_SAI) June 21, 2021 " class="align-text-top noRightClick twitterSection" data="
">Update: @Tajinder_Singh3 who had qualified for #Tokyo2020 in men’s shot put, has also created a Asian record with his throw of 21.49m at the Indian Grand Prix 4. The previous record was 21.13m set in 2009.#Cheer4India pic.twitter.com/Zi8kUljs3q
— SAIMedia (@Media_SAI) June 21, 2021Update: @Tajinder_Singh3 who had qualified for #Tokyo2020 in men’s shot put, has also created a Asian record with his throw of 21.49m at the Indian Grand Prix 4. The previous record was 21.13m set in 2009.#Cheer4India pic.twitter.com/Zi8kUljs3q
— SAIMedia (@Media_SAI) June 21, 2021
ଏଥିସହ ନିଜର ପୂର୍ବ ନ୍ୟାସନାଲ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି ସେ। ପୂର୍ବରୁ ତାଙ୍କର ନ୍ୟାସନାଲ ରେକର୍ଡ ଥିଲା 20.92 ମିଟର ।
ତବେ ସବୁଠୁ ପ୍ରମୁଖ କଥା ହେଉଛି, 21.49ମିଟର ଫିଙ୍ଗି ଏସିଆନ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି ତାଜିନ୍ଦର । ପୂର୍ବରୁ ପୁରୁଷ ସଟପୁଟ୍ରେ ବର୍ଷ 2009ରେ ପୂର୍ବ ଏସିଆନ ରେକର୍ଡ ଥିଲା 21.13 ମିଟର।
ଅଲମ୍ପିକ ଟିକେଟ ହାସଲ କରିବା ପରେ, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଓ ଭାରତୀୟ ଆଥଲେଟିକ୍ସ ମହାସଂଘ ସମେତ ତାଜିନ୍ଦରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ