ETV Bharat / sports

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

author img

By

Published : Jan 29, 2022, 1:26 PM IST

Updated : Jan 29, 2022, 1:36 PM IST

ଓଡି଼ଶା ଓପନରେ ଶେଷ ହୋଇଛି ଓଡି଼ଶା ଅଭିଯାନ । BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ ପରାସ୍ତ ହୋଇଛନ୍ତି ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା । ଅଧିକ ପଢନ୍ତୁ

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା
Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

କଟକ: BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ । ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା (Swetaparna Panda) । ବାଲକେଶରୀ ଯାଦବ ଓ ଶ୍ବେତପର୍ଣ୍ଣାଙ୍କ ଯୋଡ଼ି ଅର୍ଜୁନ ଏମ.ଆର ଓ ତ୍ରିଶା ଜଲିଙ୍କ ଯୋଡି ଠାରୁ 2-0 ସେଟରେ ପରାସ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଓଡ଼ିଶା ଓପନ(Odisha Open2022)ରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ: Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା

𝗔𝗿𝗷𝘂𝗻 𝗮𝗻𝗱 𝗧𝗿𝗲𝗲𝘀𝗮 𝗶𝗻𝘁𝗼 𝘁𝗵𝗲 𝗳𝗶𝗻𝗮𝗹𝘀!#Odisha girl Swetaparna Panda & her partner B Yadav go down fighting to the experienced duo of M.R. Arjun & Treesa Jolly in the Mixed Doubles semifinal of #OdishaOpen2022.@BAI_Media @OdishaOpen100 @MyDalmiaCement pic.twitter.com/6syVH0ZWcV

— Odisha Sports (@sports_odisha) January 29, 2022 ">

ଶ୍ବେତପର୍ଣ୍ଣା ପରାସ୍ତ ହେବା ପରେ ବିଡବ୍ଲ୍ୟୁଏଫ ସୁପର 100ରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ଶେଷ ହୋଇଛି । ପ୍ରଥମ ଓଡ଼ିଆ ଭାବେ BWF ସୁପର 100ର ସେମିଫାଇନାଲରେ ପ୍ରବେଶ କରିଥିଲେ ଶ୍ବେତପର୍ଣ୍ଣା । ତେବେ ଓଡିଶାରୁ ମୋଟ 5 ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଶ୍ବେତପର୍ଣ୍ଣାଙ୍କ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ସେ ପ୍ରଥମ ଓଡିଆ ଝିଅ ଭାବେ BWF ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

କଟକ: BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ । ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା (Swetaparna Panda) । ବାଲକେଶରୀ ଯାଦବ ଓ ଶ୍ବେତପର୍ଣ୍ଣାଙ୍କ ଯୋଡ଼ି ଅର୍ଜୁନ ଏମ.ଆର ଓ ତ୍ରିଶା ଜଲିଙ୍କ ଯୋଡି ଠାରୁ 2-0 ସେଟରେ ପରାସ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଓଡ଼ିଶା ଓପନ(Odisha Open2022)ରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି ।

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

ଏହା ବି ପଢନ୍ତୁ: Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା

ଶ୍ବେତପର୍ଣ୍ଣା ପରାସ୍ତ ହେବା ପରେ ବିଡବ୍ଲ୍ୟୁଏଫ ସୁପର 100ରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ଶେଷ ହୋଇଛି । ପ୍ରଥମ ଓଡ଼ିଆ ଭାବେ BWF ସୁପର 100ର ସେମିଫାଇନାଲରେ ପ୍ରବେଶ କରିଥିଲେ ଶ୍ବେତପର୍ଣ୍ଣା । ତେବେ ଓଡିଶାରୁ ମୋଟ 5 ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଶ୍ବେତପର୍ଣ୍ଣାଙ୍କ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ସେ ପ୍ରଥମ ଓଡିଆ ଝିଅ ଭାବେ BWF ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 29, 2022, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.